Sri Madhvacharya Kruta Dwadasha Stotra 10 in odia
with lyrics, PDF, meaning, devotional benefits,
chanting guide and complete spiritual content.
sri madhvacharya kruta dwadasha stotra 10 in odia
ଅଥ ଦଶମସ୍ତୋତ୍ରମ୍
ଅଵ ନଃ ଶ୍ରୀପତିରପ୍ରତିରଧିକେଶାଦିଭଵାଦେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 1॥
ସୁରଵଂଦ୍ୟାଧିପ ସଦ୍ଵରଭରିତାଶେଷଗୁଣାଲମ୍ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 2॥
ସକଲଧ୍ଵାଂତଵିନାଶନ (ଵିନାଶକ) ପରମାନଂଦସୁଧାହୋ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 3॥
ତ୍ରିଜଗତ୍ପୋତ ସଦାର୍ଚିତଚରଣାଶାପତିଧାତୋ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 4॥
ତ୍ରିଗୁଣାତୀତଵିଧାରକ ପରିତୋ ଦେହି ସୁଭକ୍ତିମ୍ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 5॥
ଶରଣଂ କାରଣଭାଵନ ଭଵ ମେ ତାତ ସଦାଽଲମ୍ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 6॥
ମରଣପ୍ରାଣଦ ପାଲକ ଜଗଦୀଶାଵ ସୁଭକ୍ତିମ୍ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 7॥
ତରୁଣାଦିତ୍ୟସଵର୍ଣକଚରଣାବ୍ଜାମଲ କୀର୍ତେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 8॥
ସଲିଲପ୍ରୋତ୍ଥସରାଗକମଣିଵର୍ଣୋଚ୍ଚନଖାଦେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 9॥
କଜ (ଖଜ) ତୂଣୀନିଭପାଵନଵରଜଂଘାମିତଶକ୍ତେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 10॥
ଇବହସ୍ତପ୍ରଭଶୋଭନପରମୋରୁସ୍ଥରମାଳେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 11॥
ଅସନୋତ୍ଫୁଲ୍ଲସୁପୁଷ୍ପକସମଵର୍ଣାଵରଣାଂତେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 12॥
ଶତମୋଦୋଦ୍ଭଵସୁଂଦରିଵରପଦ୍ମୋତ୍ଥିତନାଭେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 13॥
ଜଗଦାଗୂହକପଲ୍ଲଵସମକୁକ୍ଷେ ଶରଣାଦେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 14॥
ଜଗଦଂବାମଲସୁଂଦରିଗୃହଵକ୍ଷୋଵର ୟୋଗିନ୍ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 15॥
ଦିତିଜାଂତପ୍ରଦ ଚକ୍ରଧରଗଦାୟୁଗ୍ଵରବାହୋ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 16॥
ପରମଜ୍ଞାନମହାନିଧିଵଦନ ଶ୍ରୀରମଣେଂଦୋ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 17॥
ନିଖିଲାଘୌଘଵିନାଶନ (ଵିନାଶକ) ପରସୌଖ୍ୟପ୍ରଦଦୃଷ୍ଟେ ।
କରୁଣାପୂର୍ଣଵରପ୍ରଦଚରିତଂ ଜ୍ଞାପୟ ମେ ତେ ॥ 18॥
ପରମାନଂଦସୁତୀର୍ଥସୁମୁନିରାଜୋ ହରିଗାଥାମ୍ ।
କୃତଵାନ୍ନିତ୍ୟସୁପୂର୍ଣକପରମାନଂଦପଦୈଷିନ୍ ॥ 19॥
ଇତି ଶ୍ରୀମଦାନଂଦତୀର୍ଥଭଗଵତ୍ପାଦାଚାର୍ୟ ଵିରଚିତଂ
ଦ୍ଵାଦଶସ୍ତୋତ୍ରେଷୁ ଦଶମସ୍ତୋତ୍ରଂ ସଂପୂର୍ଣମ୍
sri madhvacharya kruta dwadasha stotra 10 in odia
Leave a Comment