Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ଆଦ୍ୟ କାଳୀ ସ୍ତୋତ୍ରଂ

Sri Aadya Kali Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

sri aadya kali stotram in odia

ବ୍ରହ୍ମୋଵାଚ
ଶୃଣୁ ଵତ୍ସ ପ୍ରଵକ୍ଷ୍ୟାମି ଆଦ୍ୟାସ୍ତୋତ୍ରଂ ମହାଫଲମ୍ ।
ୟଃ ପଠେତ୍ ସତତଂ ଭକ୍ତ୍ୟା ସ ଏଵ ଵିଷ୍ଣୁଵଲ୍ଲଭଃ ॥ 1 ॥

ମୃତ୍ୟୁର୍ଵ୍ୟାଧିଭୟଂ ତସ୍ୟ ନାସ୍ତି କିଂଚିତ୍ କଲୌ ୟୁଗେ ।
ଅପୁତ୍ରା ଲଭତେ ପୁତ୍ରଂ ତ୍ରିପକ୍ଷଂ ଶ୍ରଵଣଂ ୟଦି ॥ 2 ॥

ଦ୍ଵୌ ମାସୌ ବଂଧନାନ୍ମୁକ୍ତି ଵିପ୍ରଵକ୍ତ୍ରାତ୍ ଶ୍ରୁତଂ ୟଦି ।
ମୃତଵତ୍ସା ଜୀଵଵତ୍ସା ଷଣ୍ମାସଂ ଶ୍ରଵଣଂ ୟଦି ॥ 3 ॥

ନୌକାୟାଂ ସଂକଟେ ୟୁଦ୍ଧେ ପଠନାଜ୍ଜୟମାପ୍ନୁୟାତ୍ ।
ଲିଖିତ୍ଵା ସ୍ଥାପୟେଦ୍ଗେହେ ନାଗ୍ନିଚୌରଭୟଂ କ୍ଵଚିତ୍ ॥ 4 ॥

ରାଜସ୍ଥାନେ ଜୟୀ ନିତ୍ୟଂ ପ୍ରସନ୍ନାଃ ସର୍ଵଦେଵତା ।
ଓଂ ହ୍ରୀମ୍ ।
ବ୍ରହ୍ମାଣୀ ବ୍ରହ୍ମଲୋକେ ଚ ଵୈକୁଂଠେ ସର୍ଵମଂଗଳା ॥ 5 ॥

ଇଂଦ୍ରାଣୀ ଅମରାଵତ୍ୟାମଂବିକା ଵରୁଣାଲୟେ ।
ୟମାଲୟେ କାଲରୂପା କୁବେରଭଵନେ ଶୁଭା ॥ 6 ॥

ମହାନଂଦାଗ୍ନିକୋଣେ ଚ ଵାୟଵ୍ୟାଂ ମୃଗଵାହିନୀ ।
ନୈରୃତ୍ୟାଂ ରକ୍ତଦଂତା ଚ ଐଶାନ୍ୟାଂ ଶୂଲଧାରିଣୀ ॥ 7 ॥

ପାତାଳେ ଵୈଷ୍ଣଵୀରୂପା ସିଂହଲେ ଦେଵମୋହିନୀ ।
ସୁରସା ଚ ମଣିଦ୍ଵିପେ ଲଂକାୟାଂ ଭଦ୍ରକାଳିକା ॥ 8 ॥

ରାମେଶ୍ଵରୀ ସେତୁବଂଧେ ଵିମଲା ପୁରୁଷୋତ୍ତମେ ।
ଵିରଜା ଔଡ୍ରଦେଶେ ଚ କାମାକ୍ଷ୍ୟା ନୀଲପର୍ଵତେ ॥ 9 ॥

କାଳିକା ଵଂଗଦେଶେ ଚ ଅୟୋଧ୍ୟାୟାଂ ମହେଶ୍ଵରୀ ।
ଵାରାଣସ୍ୟାମନ୍ନପୂର୍ଣା ଗୟାକ୍ଷେତ୍ରେ ଗୟେଶ୍ଵରୀ ॥ 10 ॥

କୁରୁକ୍ଷେତ୍ରେ ଭଦ୍ରକାଳୀ ଵ୍ରଜେ କାତ୍ୟାୟନୀ ପରା ।
ଦ୍ଵାରକାୟାଂ ମହାମାୟା ମଥୁରାୟାଂ ମହେଶ୍ଵରୀ ॥ 11 ॥

କ୍ଷୁଧା ତ୍ଵଂ ସର୍ଵଭୂତାନାଂ ଵେଲା ତ୍ଵଂ ସାଗରସ୍ୟ ଚ ।
ନଵମୀ ଶୁକ୍ଲପକ୍ଷସ୍ୟ କୃଷ୍ଣସ୍ୟୈକାଦଶୀ ପରା ॥ 12 ॥

ଦକ୍ଷସା ଦୁହିତା ଦେଵୀ ଦକ୍ଷୟଜ୍ଞଵିନାଶିନୀ ।
ରାମସ୍ୟ ଜାନକୀ ତ୍ଵଂ ହି ରାଵଣଧ୍ଵଂସକାରିଣୀ ॥ 13 ॥

ଚଂଡମୁଂଡଵଧେ ଦେଵୀ ରକ୍ତବୀଜଵିନାଶିନୀ ।
ନିଶୁଂଭଶୁଂଭମଥିନୀ ମଧୁକୈଟଭଘାତିନୀ ॥ 14 ॥

ଵିଷ୍ଣୁଭକ୍ତିପ୍ରଦା ଦୁର୍ଗା ସୁଖଦା ମୋକ୍ଷଦା ସଦା ।
ଆଦ୍ୟାସ୍ତଵମିମଂ ପୁଣ୍ୟଂ ୟଃ ପଠେତ୍ ସତତଂ ନରଃ ॥ 15 ॥

ସର୍ଵଜ୍ଵରଭୟଂ ନ ସ୍ୟାତ୍ ସର୍ଵଵ୍ୟାଧିଵିନାଶନମ୍ ।
କୋଟିତୀର୍ଥଫଲଂ ତସ୍ୟ ଲଭତେ ନାତ୍ର ସଂଶୟଃ ॥ 16 ॥

ଜୟା ମେ ଚାଗ୍ରତଃ ପାତୁ ଵିଜୟା ପାତୁ ପୃଷ୍ଠତଃ ।
ନାରାୟଣୀ ଶୀର୍ଷଦେଶେ ସର୍ଵାଂଗେ ସିଂହଵାହିନୀ ॥ 17 ॥

ଶିଵଦୂତୀ ଉଗ୍ରଚଂଡା ପ୍ରତ୍ୟଂଗେ ପରମେଶ୍ଵରୀ ।
ଵିଶାଲାକ୍ଷୀ ମହାମାୟା କୌମାରୀ ଶଂଖିନୀ ଶିଵା ॥ 18 ॥

ଚକ୍ରିଣୀ ଜୟଦାତ୍ରୀ ଚ ରଣମତ୍ତା ରଣପ୍ରିୟା ।
ଦୁର୍ଗା ଜୟଂତୀ କାଳୀ ଚ ଭଦ୍ରକାଳୀ ମହୋଦରୀ ॥ 19 ॥

ନାରସିଂହୀ ଚ ଵାରାହୀ ସିଦ୍ଧିଦାତ୍ରୀ ସୁଖପ୍ରଦା ।
ଭୟଂକରୀ ମହାରୌଦ୍ରୀ ମହାଭୟଵିନାଶିନୀ ॥ 20 ॥

ଇତି ଶ୍ରୀବ୍ରହ୍ମୟାମଲେ ବ୍ରହ୍ମନାରଦସଂଵାଦେ ଶ୍ରୀ ଆଦ୍ୟା ସ୍ତୋତ୍ରମ୍ ॥

sri aadya kali stotram in odia

Copy
Give Feedback