Search Results

Search from 23,000+ Stotrams, Mantras & Spiritual Posts

ଲଲିତା ପଂଚ ରତ୍ନମ୍

Lalitha Pancha Ratnam in odia
with lyrics, PDF, meaning, devotional benefits,
chanting guide and complete spiritual content.

lalitha pancha ratnam in odia

ପ୍ରାତଃ ସ୍ମରାମି ଲଲିତା ଵଦନାରଵିଂଦଂ
ବିଂବାଧରଂ ପୃଥୁଲ ମୌକ୍ତିକ ଶୋଭିନାସମ୍ ।
ଆକର୍ଣଦୀର୍ଘନୟନଂ ମଣିକୁଂଡଲାଢ୍ୟଂ
ମଂଦସ୍ମିତଂ ମୃଗମଦୋଜ୍ଜ୍ଵଲ ଫାଲଦେଶମ୍ ॥ 1 ॥

ପ୍ରାତର୍ଭଜାମି ଲଲିତା ଭୁଜକଲ୍ପଵଲ୍ଲୀଂ
ରକ୍ତାଂଗୁଳୀୟ ଲସଦଂଗୁଳି ପଲ୍ଲଵାଢ୍ୟାମ୍ ।
ମାଣିକ୍ୟ ହେମଵଲୟାଂଗଦ ଶୋଭମାନାଂ
ପୁଂଡ୍ରେକ୍ଷୁଚାପ କୁସୁମେଷୁ ସୃଣୀର୍ଦଧାନାମ୍ ॥ 2 ॥

ପ୍ରାତର୍ନମାମି ଲଲିତା ଚରଣାରଵିଂଦଂ
ଭକ୍ତେଷ୍ଟ ଦାନନିରତଂ ଭଵସିଂଧୁପୋତମ୍ ।
ପଦ୍ମାସନାଦି ସୁରନାୟକ ପୂଜନୀୟଂ
ପଦ୍ମାଂକୁଶଧ୍ଵଜ ସୁଦର୍ଶନ ଲାଂଛନାଢ୍ୟମ୍ ॥ 3 ॥

ପ୍ରାତଃ ସ୍ତୁଵେ ପରଶିଵାଂ ଲଲିତାଂ ଭଵାନୀଂ
ତ୍ରୟ୍ୟଂତଵେଦ୍ୟ ଵିଭଵାଂ କରୁଣାନଵଦ୍ୟାମ୍ ।
ଵିଶ୍ଵସ୍ୟ ସୃଷ୍ଟଵିଲୟ ସ୍ଥିତିହେତୁଭୂତାଂ
ଵିଦ୍ୟେଶ୍ଵରୀଂ ନିଗମଵାଙ୍ମମନସାତିଦୂରାମ୍ ॥ 4 ॥

ପ୍ରାତର୍ଵଦାମି ଲଲିତେ ତଵ ପୁଣ୍ୟନାମ
କାମେଶ୍ଵରୀତି କମଲେତି ମହେଶ୍ଵରୀତି ।
ଶ୍ରୀଶାଂଭଵୀତି ଜଗତାଂ ଜନନୀ ପରେତି
ଵାଗ୍ଦେଵତେତି ଵଚସା ତ୍ରିପୁରେଶ୍ଵରୀତି ॥ 5 ॥

ୟଃ ଶ୍ଲୋକପଂଚକମିଦଂ ଲଲିତାଂବିକାୟାଃ
ସୌଭାଗ୍ୟଦଂ ସୁଲଲିତଂ ପଠତି ପ୍ରଭାତେ ।
ତସ୍ମୈ ଦଦାତି ଲଲିତା ଝଟିତି ପ୍ରସନ୍ନା
ଵିଦ୍ୟାଂ ଶ୍ରିୟଂ ଵିମଲସୌଖ୍ୟମନଂତକୀର୍ତିମ୍ ॥

lalitha pancha ratnam in odia

Copy
Give Feedback