Search Results

Search from 23,000+ Stotrams, Mantras & Spiritual Posts

ଗାୟତ୍ର୍ୟଷ୍ଟକଂ (ଗୟତ୍ରୀ ଅଷ୍ଟକଂ)

Gayatryashtakam Gayatri Ashtakam in odia
with lyrics, PDF, meaning, devotional benefits,
chanting guide and complete spiritual content.

gayatryashtakam gayatri ashtakam in odia

ଵିଶ୍ଵାମିତ୍ରତପଃଫଲାଂ ପ୍ରିୟତରାଂ ଵିପ୍ରାଲିସଂସେଵିତାଂ
ନିତ୍ୟାନିତ୍ୟଵିଵେକଦାଂ ସ୍ମିତମୁଖୀଂ ଖଂଡେଂଦୁଭୂଷୋଜ୍ଜ୍ଵଲାମ୍ ।
ତାଂବୂଲାରୁଣଭାସମାନଵଦନାଂ ମାର୍ତାଂଡମଧ୍ୟସ୍ଥିତାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 1 ॥

ଜାତୀପଂକଜକେତକୀକୁଵଲୟୈଃ ସଂପୂଜିତାଂଘ୍ରିଦ୍ଵୟାଂ
ତତ୍ତ୍ଵାର୍ଥାତ୍ମିକଵର୍ଣପଂକ୍ତିସହିତାଂ ତତ୍ତ୍ଵାର୍ଥବୁଦ୍ଧିପ୍ରଦାମ୍ ।
ପ୍ରାଣାୟାମପରାୟଣୈର୍ବୁଧଜନୈଃ ସଂସେଵ୍ୟମାନାଂ ଶିଵାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 2 ॥

ମଂଜୀରଧ୍ଵନିଭିଃ ସମସ୍ତଜଗତାଂ ମଂଜୁତ୍ଵସଂଵର୍ଧନୀଂ
ଵିପ୍ରପ୍ରେଂଖିତଵାରିଵାରିତମହାରକ୍ଷୋଗଣାଂ ମୃଣ୍ମୟୀମ୍ ।
ଜପ୍ତୁଃ ପାପହରାଂ ଜପାସୁମନିଭାଂ ହଂସେନ ସଂଶୋଭିତାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 3 ॥

କାଂଚୀଚେଲଵିଭୂଷିତାଂ ଶିଵମୟୀଂ ମାଲାର୍ଧମାଲାଦିକା-
-ନ୍ବିଭ୍ରାଣାଂ ପରମେଶ୍ଵରୀଂ ଶରଣଦାଂ ମୋହାଂଧବୁଦ୍ଧିଚ୍ଛିଦାମ୍ ।
ଭୂରାଦିତ୍ରିପୁରାଂ ତ୍ରିଲୋକଜନନୀମଧ୍ୟାତ୍ମଶାଖାନୁତାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 4 ॥

ଧ୍ୟାତୁର୍ଗର୍ଭକୃଶାନୁତାପହରଣାଂ ସାମାତ୍ମିକାଂ ସାମଗାଂ
ସାୟଂକାଲସୁସେଵିତାଂ ସ୍ଵରମୟୀଂ ଦୂର୍ଵାଦଲଶ୍ୟାମଲାମ୍ ।
ମାତୁର୍ଦାସ୍ୟଵିଲୋଚନୈକମତିମତ୍ଖେଟୀଂଦ୍ରସଂରାଜିତାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 5 ॥

ସଂଧ୍ୟାରାଗଵିଚିତ୍ରଵସ୍ତ୍ରଵିଲସଦ୍ଵିପ୍ରୋତ୍ତମୈଃ ସେଵିତାଂ
ତାରାହାରସୁମାଲିକାଂ ସୁଵିଲସଦ୍ରତ୍ନେଂଦୁକୁଂଭାଂତରାମ୍ ।
ରାକାଚଂଦ୍ରମୁଖୀଂ ରମାପତିନୁତାଂ ଶଂଖାଦିଭାସ୍ଵତ୍କରାଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 6 ॥

ଵେଣୀଭୂଷିତମାଲକଧ୍ଵନିକରୈର୍ଭୃଂଗୈଃ ସଦା ଶୋଭିତାଂ
ତତ୍ତ୍ଵଜ୍ଞାନରସାୟନଜ୍ଞରସନାସୌଧଭ୍ରମଦ୍ଭ୍ରାମରୀମ୍ ।
ନାସାଲଂକୃତମୌକ୍ତିକେଂଦୁକିରଣୈଃ ସାୟଂତମଶ୍ଛେଦିନୀଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 7 ॥

ପାଦାବ୍ଜାଂତରରେଣୁକୁଂକୁମଲସତ୍ଫାଲଦ୍ୟୁରାମାଵୃତାଂ
ରଂଭାନାଟ୍ୟଵିଲୋକନୈକରସିକାଂ ଵେଦାଂତବୁଦ୍ଧିପ୍ରଦାମ୍ ।
ଵୀଣାଵେଣୁମୃଦଂଗକାହଲରଵାନ୍ ଦେଵୈଃ କୃତାଂଛୃଣ୍ଵତୀଂ
ଗାୟତ୍ରୀଂ ହରିଵଲ୍ଲଭାଂ ତ୍ରିଣୟନାଂ ଧ୍ୟାୟାମି ପଂଚାନନାମ୍ ॥ 8 ॥

ହତ୍ୟାପାନସୁଵର୍ଣତସ୍କରମହାଗୁର୍ଵଂଗନାସଂଗମା-
-ଂଦୋଷାଂଛୈଲସମାନ୍ ପୁରଂଦରସମାଃ ସଂଚ୍ଛିଦ୍ୟ ସୂର୍ୟୋପମାଃ ।
ଗାୟତ୍ରୀଂ ଶ୍ରୁତିମାତୁରେକମନସା ସଂଧ୍ୟାସୁ ୟେ ଭୂସୁରା
ଜପ୍ତ୍ଵା ୟାଂତି ପରାଂ ଗତିଂ ମନୁମିମଂ ଦେଵ୍ୟାଃ ପରଂ ଵୈଦିକାଃ ॥ 9 ॥

ଇତି ଶ୍ରୀମଚ୍ଛଂକରାଚାର୍ୟ ଵିରଚିତଂ ଶ୍ରୀ ଗାୟତ୍ର୍ୟଷ୍ଟକମ୍ ।

gayatryashtakam gayatri ashtakam in odia

Copy
Give Feedback