Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ଷୋଡଶୀ (ତ୍ରିପୁର ସୁଂଦରୀ) ଅଷ୍ଟୋତ୍ତର ଶତ ନାମା ସ୍ତୋତ୍ରଂ

Sri Shodashi Tripura Sundari Ashtottara Satanama Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

sri shodashi tripura sundari ashtottara satanama stotram in odia

ଭୃଗୁରୁଵାଚ
ଚତୁର୍ଵକ୍ତ୍ର ଜଗନ୍ନାଥ ସ୍ତୋତ୍ରଂ ଵଦ ମୟି ପ୍ରଭୋ ।
ୟସ୍ୟାନୁଷ୍ଠାନମାତ୍ରେଣ ନରୋ ଭକ୍ତିମଵାପ୍ନୁୟାତ୍ ॥ 1 ॥

ବ୍ରହ୍ମୋଵାଚ
ସହସ୍ରନାମ୍ନାମାକୃଷ୍ୟ ନାମ୍ନାମଷ୍ଟୋତ୍ତରଂ ଶତମ୍ ।
ଗୁହ୍ୟାଦ୍ଗୁହ୍ୟତରଂ ଗୁହ୍ୟଂ ସୁଂଦର୍ୟାଃ ପରିକୀର୍ତିତମ୍ ॥ 2 ॥

ଅସ୍ୟ ଶ୍ରୀଷୋଡଶ୍ୟଷ୍ଟୋତ୍ତରଶତନାମସ୍ତୋତ୍ରସ୍ୟ ଶଂଭୁରୃଷିଃ ଅନୁଷ୍ଟୁପ୍ ଛଂଦଃ ଶ୍ରୀଷୋଡଶୀ ଦେଵତା ଧର୍ମାର୍ଥକାମମୋକ୍ଷସିଦ୍ଧ୍ୟର୍ଥେ ଜପେ ଵିନିୟୋଗଃ ।

ତ୍ରିପୁରା ଷୋଡଶୀ ମାତା ତ୍ର୍ୟକ୍ଷରା ତ୍ରିତୟା ତ୍ରୟୀ ।
ସୁଂଦରୀ ସୁମୁଖୀ ସେଵ୍ୟା ସାମଵେଦପରାୟଣା ॥ 3 ॥

ଶାରଦା ଶବ୍ଦନିଲୟା ସାଗରା ସରିଦଂବରା ।
ଶୁଦ୍ଧା ଶୁଦ୍ଧତନୁଃ ସାଧ୍ଵୀ ଶିଵଧ୍ୟାନପରାୟଣା ॥ 4 ॥

ସ୍ଵାମିନୀ ଶଂଭୁଵନିତା ଶାଂଭଵୀ ଚ ସରସ୍ଵତୀ ।
ସମୁଦ୍ରମଥିନୀ ଶୀଘ୍ରଗାମିନୀ ଶୀଘ୍ରସିଦ୍ଧିଦା ॥ 5 ॥

ସାଧୁସେଵ୍ୟା ସାଧୁଗମ୍ୟା ସାଧୁସଂତୁଷ୍ଟମାନସା ।
ଖଟ୍ଵାଂଗଧାରିଣୀ ଖର୍ଵା ଖଡ୍ଗଖର୍ପରଧାରିଣୀ ॥ 6 ॥

ଷଡ୍ଵର୍ଗଭାଵରହିତା ଷଡ୍ଵର୍ଗପରିଚାରିକା ।
ଷଡ୍ଵର୍ଗା ଚ ଷଡଂଗା ଚ ଷୋଢା ଷୋଡଶଵାର୍ଷିକୀ ॥ 7 ॥

କ୍ରତୁରୂପା କ୍ରତୁମତୀ ଋଭୁକ୍ଷକ୍ରତୁମଂଡିତା ।
କଵର୍ଗାଦିପଵର୍ଗାଂତା ଅଂତସ୍ଥାଽନଂତରୂପିଣୀ ॥ 8 ॥

ଅକାରାକାରରହିତା କାଲମୃତ୍ୟୁଜରାପହା ।
ତନ୍ଵୀ ତତ୍ତ୍ଵେଶ୍ଵରୀ ତାରା ତ୍ରିଵର୍ଷା ଜ୍ଞାନରୂପିଣୀ ॥ 9 ॥

କାଲୀ କରାଲୀ କାମେଶୀ ଛାୟା ସଂଜ୍ଞାପ୍ୟରୁଂଧତୀ ।
ନିର୍ଵିକଲ୍ପା ମହାଵେଗା ମହୋତ୍ସାହା ମହୋଦରୀ ॥ 10 ॥

ମେଘା ବଲାକା ଵିମଲା ଵିମଲଜ୍ଞାନଦାୟିନୀ ।
ଗୌରୀ ଵସୁଂଧରା ଗୋପ୍ତ୍ରୀ ଗଵାଂ ପତିନିଷେଵିତା ॥ 11 ॥

ଭଗାଂଗା ଭଗରୂପା ଚ ଭକ୍ତିଭାଵପରାୟଣା ।
ଛିନ୍ନମସ୍ତା ମହାଧୂମା ତଥା ଧୂମ୍ରଵିଭୂଷଣା ॥ 12 ॥

ଧର୍ମକର୍ମାଦିରହିତା ଧର୍ମକର୍ମପରାୟଣା ।
ସୀତା ମାତଂଗିନୀ ମେଧା ମଧୁଦୈତ୍ୟଵିନାଶିନୀ ॥ 13 ॥

ଭୈରଵୀ ଭୁଵନା ମାତାଽଭୟଦା ଭଵସୁଂଦରୀ ।
ଭାଵୁକା ବଗଲା କୃତ୍ୟା ବାଲା ତ୍ରିପୁରସୁଂଦରୀ ॥ 14 ॥

ରୋହିଣୀ ରେଵତୀ ରମ୍ୟା ରଂଭା ରାଵଣଵଂଦିତା ।
ଶତୟଜ୍ଞମୟୀ ସତ୍ତ୍ଵା ଶତକ୍ରତୁଵରପ୍ରଦା ॥ 15 ॥

ଶତଚଂଦ୍ରାନନା ଦେଵୀ ସହସ୍ରାଦିତ୍ୟସନ୍ନିଭା ।
ସୋମସୂର୍ୟାଗ୍ନିନୟନା ଵ୍ୟାଘ୍ରଚର୍ମାଂବରାଵୃତା ॥ 16 ॥

ଅର୍ଧେଂଦୁଧାରିଣୀ ମତ୍ତା ମଦିରା ମଦିରେକ୍ଷଣା ।
ଇତି ତେ କଥିତଂ ଗୋପ୍ୟଂ ନାମ୍ନାମଷ୍ଟୋତ୍ତରଂ ଶତମ୍ ॥ 17 ॥

ସୁଂଦର୍ୟାଃ ସର୍ଵଦଂ ସେଵ୍ୟଂ ମହାପାତକନାଶନମ୍ ।
ଗୋପନୀୟଂ ଗୋପନୀୟଂ ଗୋପନୀୟଂ କଲୌ ୟୁଗେ ॥ 18 ॥

ସହସ୍ରନାମପାଠସ୍ୟ ଫଲଂ ୟଦ୍ଵୈ ପ୍ରକୀର୍ତିତମ୍ ।
ତସ୍ମାତ୍କୋଟିଗୁଣଂ ପୁଣ୍ୟଂ ସ୍ତଵସ୍ୟାସ୍ୟ ପ୍ରକୀର୍ତନାତ୍ ॥ 19 ॥

ପଠେତ୍ସଦା ଭକ୍ତିୟୁତୋ ନରୋ ୟୋ
ନିଶୀଥକାଲେଽପ୍ୟରୁଣୋଦୟେ ଵା ।
ପ୍ରଦୋଷକାଲେ ନଵମୀଦିନେଽଥଵା
ଲଭେତ ଭୋଗାନ୍ପରମାଦ୍ଭୁତାନ୍ପ୍ରିୟାନ୍ ॥ 20 ॥

ଇତି ବ୍ରହ୍ମୟାମଲେ ପୂର୍ଵଖଂଡେ ଷୋଡଶ୍ୟଷ୍ଟୋତ୍ତରଶତନାମ ସ୍ତୋତ୍ରମ୍ ।

sri shodashi tripura sundari ashtottara satanama stotram in odia

Copy
Give Feedback