Sri Datta Stavam in odia
with lyrics, PDF, meaning, devotional benefits,
chanting guide and complete spiritual content.
sri datta stavam in odia
ଶ୍ରୀ ଗଣେଶାୟ ନମଃ ଶ୍ରୀ ସରସ୍ଵତ୍ୟୈ ନମଃ
ଶ୍ରୀପାଦଵଲ୍ଲଭ ନରସିଂହସରସ୍ଵତି
ଶ୍ରୀଗୁରୁ ଦତ୍ତାତ୍ରେୟାୟ ନମଃ
ଦତ୍ତାତ୍ରେୟଂ ମହାତ୍ମାନଂ ଵରଦଂ ଭକ୍ତଵତ୍ସଲମ୍ ।
ପ୍ରପନ୍ନାର୍ତିହରଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 1 ॥
ଦୀନବଂଧୁଂ କୃପାସିଂଧୁଂ ସର୍ଵକାରଣକାରଣମ୍ ।
ସର୍ଵରକ୍ଷାକରଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 2 ॥
ଶରଣାଗତଦୀନାର୍ତ ପରିତ୍ରାଣପରାୟଣମ୍ ।
ନାରାୟଣଂ ଵିଭୁଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 3 ॥
ସର୍ଵାନର୍ଥହରଂ ଦେଵଂ ସର୍ଵମଂଗଳ ମଂଗଳମ୍ ।
ସର୍ଵକ୍ଲେଶହରଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 4 ॥
ବ୍ରହ୍ମଣ୍ୟଂ ଧର୍ମତତ୍ତ୍ଵଜ୍ଞଂ ଭକ୍ତକୀର୍ତିଵିଵର୍ଧନମ୍ ।
ଭକ୍ତାଽଭୀଷ୍ଟପ୍ରଦଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 5 ॥
ଶୋଷଣଂ ପାପପଂକସ୍ୟ ଦୀପନଂ ଜ୍ଞାନତେଜସଃ ।
ତାପପ୍ରଶମନଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 6 ॥
ସର୍ଵରୋଗପ୍ରଶମନଂ ସର୍ଵପୀଡାନିଵାରଣମ୍ ।
ଵିପଦୁଦ୍ଧରଣଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 7 ॥
ଜନ୍ମସଂସାରବଂଧଘ୍ନଂ ସ୍ଵରୂପାନଂଦଦାୟକମ୍ ।
ନିଶ୍ଶ୍ରେୟସପଦଂ ଵଂଦେ ସ୍ମର୍ତୃଗାମି ସନୋଵତୁ ॥ 8 ॥
ଜୟ ଲାଭ ୟଶଃ କାମ ଦାତୁର୍ଦତ୍ତସ୍ୟ ୟଃ ସ୍ତଵମ୍ ।
ଭୋଗମୋକ୍ଷପ୍ରଦସ୍ୟେମଂ ପ୍ରପଠେତ୍ ସୁକୃତୀ ଭଵେତ୍ ॥9 ॥
ଇତି ଶ୍ରୀ ଦତ୍ତସ୍ତଵମ୍ ।
sri datta stavam in odia
Leave a Comment