Search Results

Search from 23,000+ Stotrams, Mantras & Spiritual Posts

ପାର୍ଵତୀ ଵଲ୍ଲଭ ଅଷ୍ଟକମ୍

Parvati Vallabha Ashtakam in odia
with lyrics, PDF, meaning, devotional benefits,
chanting guide and complete spiritual content.

parvati vallabha ashtakam in odia

ନମୋ ଭୂତନାଥଂ ନମୋ ଦେଵଦେଵଂ
ନମଃ କାଲକାଲଂ ନମୋ ଦିଵ୍ୟତେଜମ୍ ।
ନମଃ କାମଭସ୍ମଂ ନମଃ ଶାଂତଶୀଲଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 1 ॥

ସଦା ତୀର୍ଥସିଦ୍ଧଂ ସଦା ଭକ୍ତରକ୍ଷଂ
ସଦା ଶୈଵପୂଜ୍ୟଂ ସଦା ଶୁଭ୍ରଭସ୍ମମ୍ ।
ସଦା ଧ୍ୟାନୟୁକ୍ତଂ ସଦା ଜ୍ଞାନତଲ୍ପଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 2 ॥

ଶ୍ମଶାନେ ଶୟାନଂ ମହାସ୍ଥାନଵାସଂ
ଶରୀରଂ ଗଜାନାଂ ସଦା ଚର୍ମଵେଷ୍ଟମ୍ ।
ପିଶାଚାଦିନାଥଂ ପଶୂନାଂ ପ୍ରତିଷ୍ଠଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 3 ॥

ଫଣୀନାଗକଂଠେ ଭୁଜଂଗାଦ୍ୟନେକଂ
ଗଳେ ରୁଂଡମାଲଂ ମହାଵୀର ଶୂରମ୍ ।
କଟିଵ୍ୟାଘ୍ରଚର୍ମଂ ଚିତାଭସ୍ମଲେପଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 4 ॥

ଶିରଃ ଶୁଦ୍ଧଗଂଗା ଶିଵା ଵାମଭାଗଂ
ଵିୟଦ୍ଦୀର୍ଘକେଶଂ ସଦା ମାଂ ତ୍ରିଣେତ୍ରମ୍ ।
ଫଣୀନାଗକର୍ଣଂ ସଦା ଫାଲଚଂଦ୍ରଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 5 ॥

କରେ ଶୂଲଧାରଂ ମହାକଷ୍ଟନାଶଂ
ସୁରେଶଂ ପରେଶଂ ମହେଶଂ ଜନେଶମ୍ ।
ଧନେଶାମରେଶଂ ଧ୍ଵଜେଶଂ ଗିରୀଶଂ [ଧନେଶସ୍ୟମିତ୍ରଂ]
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 6 ॥

ଉଦାସଂ ସୁଦାସଂ ସୁକୈଲାସଵାସଂ
ଧରାନିର୍ଝରେ ସଂସ୍ଥିତଂ ହ୍ୟାଦିଦେଵମ୍ ।
ଅଜଂ ହେମକଲ୍ପଦ୍ରୁମଂ କଲ୍ପସେଵ୍ୟଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 7 ॥

ମୁନୀନାଂ ଵରେଣ୍ୟଂ ଗୁଣଂ ରୂପଵର୍ଣଂ
ଦ୍ଵିଜୈଃ ସଂପଠଂତଂ ଶିଵଂ ଵେଦଶାସ୍ତ୍ରମ୍ ।
ଅହୋ ଦୀନଵତ୍ସଂ କୃପାଲୁଂ ଶିଵଂ ତଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 8 ॥

ସଦା ଭାଵନାଥଂ ସଦା ସେଵ୍ୟମାନଂ
ସଦା ଭକ୍ତିଦେଵଂ ସଦା ପୂଜ୍ୟମାନମ୍ ।
ମହାତୀର୍ଥଵାସଂ ସଦା ସେଵ୍ୟମେକଂ
ଭଜେ ପାର୍ଵତୀଵଲ୍ଲଭଂ ନୀଲକଂଠମ୍ ॥ 9 ॥

ଇତି ଶ୍ରୀମଚ୍ଛଂକରୟୋଗୀଂଦ୍ର ଵିରଚିତଂ ପାର୍ଵତୀଵଲ୍ଲଭାଷ୍ଟକଂ ନାମ ନୀଲକଂଠ ସ୍ତଵଃ ॥

parvati vallabha ashtakam in odia

Copy
Give Feedback