Search Results

Search from 23,000+ Stotrams, Mantras & Spiritual Posts

ଦତ୍ତାତ୍ରେୟ ସିଦ୍ଧ ମଂଗଳ ସ୍ତୋତ୍ରମ୍

Dattatreya Siddha Mangala Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

dattatreya siddha mangala stotram in odia

ଶ୍ରୀମଦନଂତ ଶ୍ରୀଵିଭୂଷିତ ଅପ୍ପଲଲକ୍ଷ୍ମୀ ନରସିଂହରାଜା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 1 ॥

ଶ୍ରୀଵିଦ୍ୟାଧରି ରାଧ ସୁରେଖା ଶ୍ରୀରାଖୀଧର ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 2 ॥

ମାତା ସୁମତୀ ଵାତ୍ସଲ୍ୟାମୃତ ପରିପୋଷିତ ଜୟ ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 3 ॥

ସତ୍ୟ ଋଷୀଶ୍ଵର ଦୁହିତାନଂଦନ ବାପନାର୍ୟନୁତ ଶ୍ରୀଚରଣା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 4 ॥

ସଵିତୃକାଠକଚୟନ ପୁଣ୍ୟଫଲ ଭରଦ୍ଵାଜ ଋଷି ଗୋତ୍ର ସଂଭଵ
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 5 ॥

ଦୋଚୌପାତୀ ଦେଵ୍ ଲକ୍ଷ୍ମୀ ଘନ ସଂଖ୍ୟା ବୋଧିତ ଶ୍ରୀଚରଣା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 6 ॥

ପୁଣ୍ୟରୂପିଣୀ ରାଜମାଂବସୁତ ଗର୍ଭପୁଣ୍ୟଫଲ ସଂଜାତା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 7 ॥

ସୁମତୀ ନଂଦନ ନରହରି ନଂଦନ ଦତ୍ତଦେଵ ପ୍ରଭୁ ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 8 ॥

ପୀଠିକାପୁର ନିତ୍ୟ ଵିହାରା ମଧୁମତି ଦତ୍ତା ମଂଗଳରୂପା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 9 ॥

dattatreya siddha mangala stotram in odia

Copy
Give Feedback