Search Results

Search from 23,000+ Stotrams, Mantras & Spiritual Posts

ବୁଧ ଅଷ୍ଟୋତ୍ତର ଶତ ନାମ ସ୍ତୋତ୍ରମ୍

Budha Ashtottara Sata Nama Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

budha ashtottara sata nama stotram in odia

ବୁଧୋ ବୁଧାର୍ଚିତଃ ସୌମ୍ୟଃ ସୌମ୍ୟଚିତ୍ତଃ ଶୁଭପ୍ରଦଃ ।
ଦୃଢଵ୍ରତୋ ଦୃଢଫଲଃ ଶ୍ରୁତିଜାଲପ୍ରବୋଧକଃ ॥ 1 ॥

ସତ୍ୟଵାସଃ ସତ୍ୟଵଚାଃ ଶ୍ରେୟସାଂ ପତିରଵ୍ୟୟଃ ।
ସୋମଜଃ ସୁଖଦଃ ଶ୍ରୀମାନ୍ ସୋମଵଂଶପ୍ରଦୀପକଃ ॥ 2 ॥

ଵେଦଵିଦ୍ଵେଦତତ୍ତ୍ଵଜ୍ଞୋ ଵେଦାଂତଜ୍ଞାନଭାସ୍ଵରଃ ।
ଵିଦ୍ୟାଵିଚକ୍ଷଣ ଵିଭୁର୍ଵିଦ୍ଵତ୍ପ୍ରୀତିକରୋ ଋଜଃ ॥ 3 ॥

ଵିଶ୍ଵାନୁକୂଲସଂଚାରୋ ଵିଶେଷଵିନୟାନ୍ଵିତଃ ।
ଵିଵିଧାଗମସାରଜ୍ଞୋ ଵୀର୍ୟଵାନ୍ ଵିଗତଜ୍ଵରଃ ॥ 4 ॥

ତ୍ରିଵର୍ଗଫଲଦୋଽନଂତଃ ତ୍ରିଦଶାଧିପପୂଜିତଃ ।
ବୁଦ୍ଧିମାନ୍ ବହୁଶାସ୍ତ୍ରଜ୍ଞୋ ବଲୀ ବଂଧଵିମୋଚକଃ ॥ 5 ॥

ଵକ୍ରାତିଵକ୍ରଗମନୋ ଵାସଵୋ ଵସୁଧାଧିପଃ ।
ପ୍ରସନ୍ନଵଦନୋ ଵଂଦ୍ୟୋ ଵରେଣ୍ୟୋ ଵାଗ୍ଵିଲକ୍ଷଣଃ ॥ 6 ॥

ସତ୍ୟଵାନ୍ ସତ୍ୟସଂକଲ୍ପଃ ସତ୍ୟବଂଧୁଃ ସଦାଦରଃ ।
ସର୍ଵରୋଗପ୍ରଶମନଃ ସର୍ଵମୃତ୍ୟୁନିଵାରକଃ ॥ 7 ॥

ଵାଣିଜ୍ୟନିପୁଣୋ ଵଶ୍ୟୋ ଵାତାଂଗୋ ଵାତରୋଗହୃତ୍ ।
ସ୍ଥୂଲଃ ସ୍ଥୈର୍ୟଗୁଣାଧ୍ୟକ୍ଷଃ ସ୍ଥୂଲସୂକ୍ଷ୍ମାଦିକାରଣଃ ॥ 8 ॥

ଅପ୍ରକାଶଃ ପ୍ରକାଶାତ୍ମା ଘନୋ ଗଗନଭୂଷଣଃ ।
ଵିଧିସ୍ତୁତ୍ୟୋ ଵିଶାଲାକ୍ଷୋ ଵିଦ୍ଵଜ୍ଜନମନୋହରଃ ॥ 9 ॥

ଚାରୁଶୀଲଃ ସ୍ଵପ୍ରକାଶଃ ଚପଲଶ୍ଚ ଜିତେଂଦ୍ରିୟଃ ।
ଉଦଙ୍ମୁଖୋ ମଖାସକ୍ତୋ ମଗଧାଧିପତିର୍ହରଃ ॥ 10 ॥

ସୌମ୍ୟଵତ୍ସରସଂଜାତଃ ସୋମପ୍ରିୟକରଃ ସୁଖୀ ।
ସିଂହାଧିରୂଢଃ ସର୍ଵଜ୍ଞଃ ଶିଖିଵର୍ଣଃ ଶିଵଂକରଃ ॥ 11 ॥

ପୀତାଂବରୋ ପୀତଵପୁଃ ପୀତଚ୍ଛତ୍ରଧ୍ଵଜାଂକିତଃ ।
ଖଡ୍ଗଚର୍ମଧରଃ କାର୍ୟକର୍ତା କଲୁଷହାରକଃ ॥ 12 ॥

ଆତ୍ରେୟଗୋତ୍ରଜୋଽତ୍ୟଂତଵିନୟୋ ଵିଶ୍ଵପାଵନଃ ।
ଚାଂପେୟପୁଷ୍ପସଂକାଶଃ ଚାରଣଃ ଚାରୁଭୂଷଣଃ ॥ 13 ॥

ଵୀତରାଗୋ ଵୀତଭୟୋ ଵିଶୁଦ୍ଧକନକପ୍ରଭଃ ।
ବଂଧୁପ୍ରିୟୋ ବଂଧମୁକ୍ତୋ ବାଣମଂଡଲସଂଶ୍ରିତଃ ॥ 14 ॥

ଅର୍କେଶାନପ୍ରଦେଶସ୍ଥଃ ତର୍କଶାସ୍ତ୍ରଵିଶାରଦଃ ।
ପ୍ରଶାଂତଃ ପ୍ରୀତିସଂୟୁକ୍ତଃ ପ୍ରିୟକୃତ୍ ପ୍ରିୟଭାଷଣଃ ॥ 15 ॥

ମେଧାଵୀ ମାଧଵାସକ୍ତୋ ମିଥୁନାଧିପତିଃ ସୁଧୀଃ ।
କନ୍ୟାରାଶିପ୍ରିୟଃ କାମପ୍ରଦୋ ଘନଫଲାଶ୍ରୟଃ ॥ 16 ॥

ବୁଧସ୍ୟୈଵଂ ପ୍ରକାରେଣ ନାମ୍ନାମଷ୍ଟୋତ୍ତରଂ ଶତମ୍ ।
ସଂପୂଜ୍ୟ ଵିଧିଵତ୍କର୍ତା ସର୍ଵାନ୍କାମାନଵାପ୍ନୁୟାତ୍ ॥ 17 ॥

ଇତି ଶ୍ରୀ ବୁଧ ଅଷ୍ଟୋତ୍ତରଶତନାମ ସ୍ତୋତ୍ରମ୍ ।

budha ashtottara sata nama stotram in odia

Copy
Give Feedback