Surasa Subodha Naiva Klishta Na Cha Kathina in odia
with lyrics, PDF, meaning, devotional benefits,
chanting guide and complete spiritual content.
surasa subodha naiva klishta na cha kathina in odia
ସୁରସ ସୁବୋଧା ଵିଶ୍ଵମନୋଜ୍ଞା
ଲଲିତା ହୃଦ୍ୟା ରମଣୀୟା ।
ଅମୃତଵାଣୀ ସଂସ୍କୃତଭାଷା
ନୈଵ କ୍ଲିଷ୍ଟା ନ ଚ କଠିନା ॥
କଵିକୁଲଗୁରୁ ଵାଲ୍ମୀକି ଵିରଚିତା
ରାମାୟଣ ରମଣୀୟ କଥା ।
ଅତୀଵ ସରଳା ମଧୁର ମଂଜୁଲା
ନୈଵ କ୍ଲିଷ୍ଟା ନ ଚ କଠିନା ॥
ଵ୍ୟାସ ଵିରଚିତା ଗଣେଶ ଲିଖିତା
ମହାଭାରତେ ପୁଣ୍ୟ କଥା ।
କୌରଵ ପାଂଡଵ ସଂଗର ମଥିତା
ନୈଵ କ୍ଲିଷ୍ଟା ନ ଚ କଠିନା ॥
କୁରୁକ୍ଷେତ୍ର ସମରାଂଗଣ ଗୀତା
ଵିଶ୍ଵଵଂଦିତା ଭଗଵଦ୍ଗୀତା ।
ଅତୀଵ ମଧୁରା କର୍ମଦୀପିକା
ନୈଵ କ୍ଲିଷ୍ଟା ନ ଚ କଠିନା ॥
କଵି କୁଲଗୁରୁ ନଵ ରସୋନ୍ମେଷଜା
ଋତୁ ରଘୁ କୁମାର କଵିତା ।
ଵିକ୍ରମ-ଶାକୁଂତଲ-ମାଳଵିକା
ନୈଵ କ୍ଲିଷ୍ଟା ନ ଚ କଠିନା ॥
ରଚନ: ଵସଂତ ଗାଡଗୀଲଃ
surasa subodha naiva klishta na cha kathina in odia
Leave a Comment