Search Results

Search from 23,000+ Stotrams, Mantras & Spiritual Posts

ସୁବ୍ରହ୍ମଣ୍ୟ ଅପରାଧ କ୍ଷମାପଣ ସ୍ତୋତ୍ରମ୍

Subrahmanya Aparadha Kshamapana Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

subrahmanya aparadha kshamapana stotram in odia

ନମସ୍ତେ ନମସ୍ତେ ଗୁହ ତାରକାରେ
ନମସ୍ତେ ନମସ୍ତେ ଗୁହ ଶକ୍ତିପାଣେ ।
ନମସ୍ତେ ନମସ୍ତେ ଗୁହ ଦିଵ୍ୟମୂର୍ତେ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 1 ॥

ନମସ୍ତେ ନମସ୍ତେ ଗୁହ ଦାନଵାରେ
ନମସ୍ତେ ନମସ୍ତେ ଗୁହ ଚାରୁମୂର୍ତେ ।
ନମସ୍ତେ ନମସ୍ତେ ଗୁହ ପୁଣ୍ୟମୂର୍ତେ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 2 ॥

ନମସ୍ତେ ନମସ୍ତେ ମହେଶାତ୍ମପୁତ୍ର
ନମସ୍ତେ ନମସ୍ତେ ମୟୂରାସନସ୍ଥ ।
ନମସ୍ତେ ନମସ୍ତେ ସରୋର୍ଭୂତ ଦେଵ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 3 ॥

ନମସ୍ତେ ନମସ୍ତେ ସ୍ଵୟଂ ଜ୍ୟୋତିରୂପ
ନମସ୍ତେ ନମସ୍ତେ ପରଂ ଜ୍ୟୋତିରୂପ ।
ନମସ୍ତେ ନମସ୍ତେ ଜଗଂ ଜ୍ୟୋତିରୂପ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 4 ॥

ନମସ୍ତେ ନମସ୍ତେ ଗୁହ ମଂଜୁଗାତ୍ର
ନମସ୍ତେ ନମସ୍ତେ ଗୁହ ସଚ୍ଚରିତ୍ର ।
ନମସ୍ତେ ନମସ୍ତେ ଗୁହ ଭକ୍ତମିତ୍ର
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 5 ॥

ନମସ୍ତେ ନମସ୍ତେ ଗୁହ ଲୋକପାଲ
ନମସ୍ତେ ନମସ୍ତେ ଗୁହ ଧର୍ମପାଲ ।
ନମସ୍ତେ ନମସ୍ତେ ଗୁହ ସତ୍ୟପାଲ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 6 ॥

ନମସ୍ତେ ନମସ୍ତେ ଗୁହ ଲୋକଦୀପ
ନମସ୍ତେ ନମସ୍ତେ ଗୁହ ବୋଧରୂପ ।
ନମସ୍ତେ ନମସ୍ତେ ଗୁହ ଗାନଲୋଲ
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 7 ॥

ନମସ୍ତେ ନମସ୍ତେ ମହାଦେଵସୂନୋ
ନମସ୍ତେ ନମସ୍ତେ ମହାମୋହହାରିନ୍ ।
ନମସ୍ତେ ନମସ୍ତେ ମହାରୋଗହାରିନ୍
କ୍ଷମସ୍ଵ କ୍ଷମସ୍ଵ ସମସ୍ତାପରାଧମ୍ ॥ 8 ॥

ଇତି ଶ୍ରୀ ସୁବ୍ରହ୍ମଣ୍ୟ ଅପରାଧକ୍ଷମାପଣ ସ୍ତୋତ୍ରମ୍ ॥

subrahmanya aparadha kshamapana stotram in odia

Copy
Give Feedback