Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ଵେଂକଟେଶ୍ଵର ସ୍ତୋତ୍ରମ୍

Sri Venkateswara Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

sri venkateswara stotram in odia

କମଲାକୁଚ ଚୂଚୁକ କୁଂକମତୋ
ନିୟତାରୁଣି ତାତୁଲ ନୀଲତନୋ ।
କମଲାୟତ ଲୋଚନ ଲୋକପତେ
ଵିଜୟୀଭଵ ଵେଂକଟ ଶୈଲପତେ ॥

ସଚତୁର୍ମୁଖ ଷଣ୍ମୁଖ ପଂଚମୁଖ
ପ୍ରମୁଖା ଖିଲଦୈଵତ ମୌଳିମଣେ ।
ଶରଣାଗତ ଵତ୍ସଲ ସାରନିଧେ
ପରିପାଲୟ ମାଂ ଵୃଷ ଶୈଲପତେ ॥

ଅତିଵେଲତୟା ତଵ ଦୁର୍ଵିଷହୈ
ରନୁ ଵେଲକୃତୈ ରପରାଧଶତୈଃ ।
ଭରିତଂ ତ୍ଵରିତଂ ଵୃଷ ଶୈଲପତେ
ପରୟା କୃପୟା ପରିପାହି ହରେ ॥

ଅଧି ଵେଂକଟ ଶୈଲ ମୁଦାରମତେ-
ର୍ଜନତାଭି ମତାଧିକ ଦାନରତାତ୍ ।
ପରଦେଵତୟା ଗଦିତାନିଗମୈଃ
କମଲାଦୟିତାନ୍ନ ପରଂକଲୟେ ॥

କଲ ଵେଣୁର ଵାଵଶ ଗୋପଵଧୂ
ଶତ କୋଟି ଵୃତାତ୍ସ୍ମର କୋଟି ସମାତ୍ ।
ପ୍ରତି ପଲ୍ଲଵିକାଭି ମତାତ୍-ସୁଖଦାତ୍
ଵସୁଦେଵ ସୁତାନ୍ନ ପରଂକଲୟେ ॥

ଅଭିରାମ ଗୁଣାକର ଦାଶରଧେ
ଜଗଦେକ ଧନୁର୍ଥର ଧୀରମତେ ।
ରଘୁନାୟକ ରାମ ରମେଶ ଵିଭୋ
ଵରଦୋ ଭଵ ଦେଵ ଦୟା ଜଲଧେ ॥

ଅଵନୀ ତନୟା କମନୀୟ କରଂ
ରଜନୀକର ଚାରୁ ମୁଖାଂବୁରୁହମ୍ ।
ରଜନୀଚର ରାଜତ ମୋମି ହିରଂ
ମହନୀୟ ମହଂ ରଘୁରାମମୟେ ॥

ସୁମୁଖଂ ସୁହୃଦଂ ସୁଲଭଂ ସୁଖଦଂ
ସ୍ଵନୁଜଂ ଚ ସୁକାୟମ ମୋଘଶରମ୍ ।
ଅପହାୟ ରଘୂଦ୍ଵୟ ମନ୍ୟମହଂ
ନ କଥଂଚନ କଂଚନ ଜାତୁଭଜେ ॥

ଵିନା ଵେଂକଟେଶଂ ନ ନାଥୋ ନ ନାଥଃ
ସଦା ଵେଂକଟେଶଂ ସ୍ମରାମି ସ୍ମରାମି ।
ହରେ ଵେଂକଟେଶ ପ୍ରସୀଦ ପ୍ରସୀଦ
ପ୍ରିୟଂ ଵେଂକଟେଶ ପ୍ରୟଚ୍ଛ ପ୍ରୟଚ୍ଛ ॥

ଅହଂ ଦୂରଦସ୍ତେ ପଦାଂ ଭୋଜୟୁଗ୍ମ
ପ୍ରଣାମେଚ୍ଛୟା ଗତ୍ୟ ସେଵାଂ କରୋମି ।
ସକୃତ୍ସେଵୟା ନିତ୍ୟ ସେଵାଫଲଂ ତ୍ଵଂ
ପ୍ରୟଚ୍ଛ ପୟଚ୍ଛ ପ୍ରଭୋ ଵେଂକଟେଶ ॥

ଅଜ୍ଞାନିନା ମୟା ଦୋଷା ନ ଶେଷାନ୍ଵିହିତାନ୍ ହରେ ।
କ୍ଷମସ୍ଵ ତ୍ଵଂ କ୍ଷମସ୍ଵ ତ୍ଵଂ ଶେଷଶୈଲ ଶିଖାମଣେ ॥

sri venkateswara stotram in odia

Copy
Give Feedback