Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ପାଦ ଶ୍ରୀ ଵଲ୍ଲଭ ସିଦ୍ଧ ମଂଗଳ ସ୍ତୋତ୍ରଂ

Sri Pada Sri Vallabha Siddha Mangala Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

sri pada sri vallabha siddha mangala stotram in odia

ଶ୍ରୀମଦନଂତ ଶ୍ରୀଵିଭୂଷିତ ଅପ୍ପଲଲକ୍ଷ୍ମୀନରସିଂହରାଜା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 1 ॥

ଶ୍ରୀଵିଦ୍ୟାଧରି ରାଧା ସୁରେଖ ଶ୍ରୀରାଖୀଧର ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 2 ॥

ମାତା ସୁମତୀ ଵାତ୍ସଲ୍ୟାମୃତ ପରିପୋଷିତ ଜୟ ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 3 ॥

ସତ୍ୟ ଋଷୀଶ୍ଵର ଦୁହିତାନଂଦନ ବାପନାର୍ୟନୁତ ଶ୍ରୀଚରଣା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 4 ॥

ସଵିତୃକାଠକଚୟନ ପୁଣ୍ୟଫଲ ଭରଦ୍ଵାଜ ଋଷି ଗୋତ୍ରସଂଭଵା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 5 ॥

ଦୋ ଚୌପାତୀ ଦେଵ୍ ଲକ୍ଷ୍ମୀ ଘନ ସଂଖ୍ୟା ବୋଧିତ ଶ୍ରୀଚରଣା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 6 ॥

ପୁଣ୍ୟରୂପିଣୀ ରାଜମାଂବସୁତ ଗର୍ଭପୁଣ୍ୟଫଲ ସଂଜାତା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 7 ॥

ସୁମତୀନଂଦନ ନରହରିନଂଦନ ଦତ୍ତଦେଵ ପ୍ରଭୁ ଶ୍ରୀପାଦା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 8 ॥

ପୀଠିକାପୁର ନିତ୍ୟ ଵିହାରା ମଧୁମତି ଦତ୍ତା ମଂଗଳରୂପା
ଜୟ ଵିଜୟୀଭଵ ଦିଗ୍ଵିଜୟୀଭଵ ଶ୍ରୀମଦଖଂଡ ଶ୍ରୀଵିଜୟୀଭଵ ॥ 9 ॥

ଇତି ସିଦ୍ଧମଂଗଳ ସ୍ତୋତ୍ରମ୍ ॥

sri pada sri vallabha siddha mangala stotram in odia

Copy
Give Feedback