Search Results

Search from 23,000+ Stotrams, Mantras & Spiritual Posts

ଶିଵ ଭୁଜଂଗ ପ୍ରୟାତ ସ୍ତୋତ୍ରମ୍

Shiva Bhujanga Prayata Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

shiva bhujanga prayata stotram in odia

କୃପାସାଗରାୟାଶୁକାଵ୍ୟପ୍ରଦାୟ
ପ୍ରଣମ୍ରାଖିଲାଭୀଷ୍ଟସଂଦାୟକାୟ ।
ୟତୀଂଦ୍ରୈରୁପାସ୍ୟାଂଘ୍ରିପାଥୋରୁହାୟ
ପ୍ରବୋଧପ୍ରଦାତ୍ରେ ନମଃ ଶଂକରାୟ ॥1॥

ଚିଦାନଂଦରୂପାୟ ଚିନ୍ମୁଦ୍ରିକୋଦ୍ୟ-
ତ୍କରାୟେଶପର୍ୟାୟରୂପାୟ ତୁଭ୍ୟମ୍ ।
ମୁଦା ଗୀୟମାନାୟ ଵେଦୋତ୍ତମାଂଗୈଃ
ଶ୍ରିତାନଂଦଦାତ୍ରେ ନମଃ ଶଂକରାୟ ॥2॥

ଜଟାଜୂଟମଧ୍ୟେ ପୁରା ୟା ସୁରାଣାଂ
ଧୁନୀ ସାଦ୍ୟ କର୍ମଂଦିରୂପସ୍ୟ ଶଂଭୋଃ
ଗଲେ ମଲ୍ଲିକାମାଲିକାଵ୍ୟାଜତସ୍ତେ
ଵିଭାତୀତି ମନ୍ୟେ ଗୁରୋ କିଂ ତଥୈଵ ॥3॥

ନଖେଂଦୁପ୍ରଭାଧୂତନମ୍ରାଲିହାର୍ଦା-
ଂଧକାରଵ୍ରଜାୟାବ୍ଜମଂଦସ୍ମିତାୟ ।
ମହାମୋହପାଥୋନିଧେର୍ବାଡବାୟ
ପ୍ରଶାଂତାୟ କୁର୍ମୋ ନମଃ ଶଂକରାୟ ॥4॥

ପ୍ରଣମ୍ରାଂତରଂଗାବ୍ଜବୋଧପ୍ରଦାତ୍ରେ
ଦିଵାରାତ୍ରମଵ୍ୟାହତୋସ୍ରାୟ କାମମ୍ ।
କ୍ଷପେଶାୟ ଚିତ୍ରାୟ ଲକ୍ଷ୍ମ କ୍ଷୟାଭ୍ୟାଂ
ଵିହୀନାୟ କୁର୍ମୋ ନମଃ ଶଂକରାୟ ॥5॥

ପ୍ରଣମ୍ରାସ୍ୟପାଥୋଜମୋଦପ୍ରଦାତ୍ରେ
ସଦାଂତସ୍ତମସ୍ତୋମସଂହାରକର୍ତ୍ରେ ।
ରଜନ୍ୟା ମପୀଦ୍ଧପ୍ରକାଶାୟ କୁର୍ମୋ
ହ୍ୟପୂର୍ଵାୟ ପୂଷ୍ଣେ ନମଃ ଶଂକରାୟ ॥6॥

ନତାନାଂ ହୃଦବ୍ଜାନି ଫୁଲ୍ଲାନି ଶୀଘ୍ରଂ
କରୋମ୍ୟାଶୁ ୟୋଗପ୍ରଦାନେନ ନୂନମ୍ ।
ପ୍ରବୋଧାୟ ଚେତ୍ଥଂ ସରୋଜାନି ଧତ୍ସେ
ପ୍ରଫୁଲ୍ଲାନି କିଂ ଭୋ ଗୁରୋ ବ୍ରୂହି ମହ୍ୟମ୍ ॥7॥

ପ୍ରଭାଧୂତଚଂଦ୍ରାୟୁତାୟାଖିଲେଷ୍ଟ-
ପ୍ରଦାୟାନତାନାଂ ସମୂହାୟ ଶୀଘ୍ରମ୍।
ପ୍ରତୀପାୟ ନମ୍ରୌଘଦୁଃଖାଘପଂକ୍ତେ-
ର୍ମୁଦା ସର୍ଵଦା ସ୍ୟାନ୍ନମଃ ଶଂକରାୟ ॥8॥

ଵିନିଷ୍କାସିତାନୀଶ ତତ୍ତ୍ଵାଵବୋଧା –
ନ୍ନତାନାଂ ମନୋଭ୍ୟୋ ହ୍ୟନନ୍ୟାଶ୍ରୟାଣି ।
ରଜାଂସି ପ୍ରପନ୍ନାନି ପାଦାଂବୁଜାତଂ
ଗୁରୋ ରକ୍ତଵସ୍ତ୍ରାପଦେଶାଦ୍ବିଭର୍ଷି ॥9॥

ମତେର୍ଵେଦଶୀର୍ଷାଧ୍ଵସଂପ୍ରାପକାୟା-
ନତାନାଂ ଜନାନାଂ କୃପାର୍ଦ୍ରୈଃ କଟାକ୍ଷୈଃ ।
ତତେଃ ପାପବୃଂଦସ୍ୟ ଶୀଘ୍ରଂ ନିହଂତ୍ରେ
ସ୍ମିତାସ୍ୟାୟ କୁର୍ମୋ ନମଃ ଶଂକରାୟ ॥10॥

ସୁପର୍ଵୋକ୍ତିଗଂଧେନ ହୀନାୟ ତୂର୍ଣଂ
ପୁରା ତୋଟକାୟାଖିଲଜ୍ଞାନଦାତ୍ରେ।
ପ୍ରଵାଲୀୟଗର୍ଵାପହାରସ୍ୟ କର୍ତ୍ରେ
ପଦାବ୍ଜମ୍ରଦିମ୍ନା ନମଃ ଶଂକରାୟ ॥11॥

ଭଵାଂଭୋଧିମଗ୍ନାନ୍ଜନାଂଦୁଃଖୟୁକ୍ତାନ୍
ଜଵାଦୁଦ୍ଦିଧୀର୍ଷୁର୍ଭଵାନିତ୍ୟହୋଽହମ୍ ।
ଵିଦିତ୍ଵା ହି ତେ କୀର୍ତିମନ୍ୟାଦୃଶାଂଭୋ
ସୁଖଂ ନିର୍ଵିଶଂକଃ ସ୍ଵପିମ୍ୟସ୍ତୟତ୍ନଃ ॥12॥

॥ଇତି ଶ୍ରୀଶଂକରାଚାର୍ୟ ଭୁଜଂଗପ୍ରୟାତସ୍ତୋତ୍ରମ୍॥

shiva bhujanga prayata stotram in odia

Copy
Give Feedback