Search Results

Search from 23,000+ Stotrams, Mantras & Spiritual Posts

ସରସ୍ଵତୀ ଦ୍ଵାଦଶ ନାମ ସ୍ତୋତ୍ରମ୍

Saraswati Dwadasa Nama Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

saraswati dwadasa nama stotram in odia

ସରସ୍ଵତୀ ତ୍ଵୟଂ ଦୃଷ୍ଟ୍ୟା ଵୀଣାପୁସ୍ତକଧାରିଣୀ ।
ହଂସଵାହ ସମାୟୁକ୍ତା ଵିଦ୍ୟାଦାନକରୀ ମମ ॥ 1 ॥

ପ୍ରଥମଂ ଭାରତୀ ନାମା ଦ୍ଵିତୀୟଂ ଚ ସରସ୍ଵତୀ ।
ତୃତୀୟଂ ଶାରଦାଦେଵୀ ଚତୁର୍ଥଂ ହଂସଵାହନା ॥ 2 ॥

ପଂଚମଂ ଜଗତୀଖ୍ୟାତଂ ଷଷ୍ଠଂ ଵାଗୀଶ୍ଵରୀ ତଥା ।
କୌମାରୀ ସପ୍ତମଂ ପ୍ରୋକ୍ତମଷ୍ଟମଂ ବ୍ରହ୍ମଚାରିଣୀ ॥ 3 ॥

ନଵମଂ ବୁଦ୍ଧିଧାତ୍ରୀ ଚ ଦଶମଂ ଵରଦାୟିନୀ ।
ଏକାଦଶଂ କ୍ଷୁଦ୍ରଘଂଟା ଦ୍ଵାଦଶଂ ଭୁଵନେଶ୍ଵରୀ ॥ 4 ॥

ବ୍ରାହ୍ମୀ ଦ୍ଵାଦଶ ନାମାନି ତ୍ରିସଂଧ୍ୟଂ ୟଃ ପଠେନ୍ନରଃ ।
ସର୍ଵସିଦ୍ଧିକରୀ ତସ୍ୟ ପ୍ରସନ୍ନା ପରମେଶ୍ଵରୀ ।
ସା ମେ ଵସତୁ ଜିହ୍ଵାଗ୍ରେ ବ୍ରହ୍ମରୂପା ସରସ୍ଵତୀ ॥ 5 ॥

saraswati dwadasa nama stotram in odia

Copy
Give Feedback