Search Results

Search from 23,000+ Stotrams, Mantras & Spiritual Posts

ନାରାୟଣ ଅଷ୍ଟାକ୍ଷରୀ ସ୍ତୁତି

Narayana Ashtakshari Stuti in odia
with lyrics, PDF, meaning, devotional benefits,
chanting guide and complete spiritual content.

narayana ashtakshari stuti in odia

ଓଂ ନମଃ ପ୍ରଣଵାର୍ଥାର୍ଥ ସ୍ଥୂଲସୂକ୍ଷ୍ମ କ୍ଷରାକ୍ଷର
ଵ୍ୟକ୍ତାଵ୍ୟକ୍ତ କଳାତୀତ ଓଂକାରାୟ ନମୋ ନମଃ ॥ 1 ॥

ନମୋ ଦେଵାଦିଦେଵାୟ ଦେହସଂଚାରହେତଵେ
ଦୈତ୍ୟସଂଘଵିନାଶାୟ ନକାରାୟ ନମୋ ନମଃ ॥ 2 ॥

ମୋହନଂ ଵିଶ୍ଵରୂପଂ ଚ ଶିଷ୍ଟାଚାରସୁପୋଷିତମ୍
ମୋହଵିଧ୍ଵଂସକଂ ଵଂଦେ ମୋକାରାୟ ନମୋ ନମଃ ॥ 3 ॥

ନାରାୟଣାୟ ନଵ୍ୟାୟ ନରସିଂହାୟ ନାମିନେ
ନାଦାୟ ନାଦିନେ ତୁଭ୍ୟଂ ନାକାରାୟ ନମୋ ନମଃ ॥ 4 ॥

ରାମଚଂଦ୍ରଂ ରଘୁପତିଂ ପିତ୍ରାଜ୍ଞାପରିପାଲକମ୍
କୌସଲ୍ୟାତନୟଂ ଵଂଦେ ରାକାରାୟ ନମୋ ନମଃ ॥ 5 ॥

ୟଜ୍ଞାୟ ୟଜ୍ଞଗମ୍ୟାୟ ୟଜ୍ଞରକ୍ଷାକରାୟ ଚ
ୟଜ୍ଞାଂଗରୂପିଣେ ତୁଭ୍ୟଂ ୟକାରାୟ ନମୋ ନମଃ ॥ 6 ॥

ଣାକାରଂ ଲୋକଵିଖ୍ୟାତଂ ନାନାଜନ୍ମଫଲପ୍ରଦମ୍
ନାନାଭୀଷ୍ଟପ୍ରଦଂ ଵଂଦେ ଣାକାରାୟ ନମୋ ନମଃ ॥ 7 ॥

ୟଜ୍ଞକର୍ତ୍ରେ ୟଜ୍ଞଭର୍ତ୍ରେ ୟଜ୍ଞରୂପାୟ ତେ ନମଃ
ସୁଜ୍ଞାନଗୋଚରାୟାଽସ୍ତୁ ୟକାରାୟ ନମୋ ନମଃ ॥ 8 ॥

ଇତି ଶ୍ରୀ ନାରାୟଣ ଅଷ୍ଟାକ୍ଷରୀ ସ୍ତୁତିଃ ।

narayana ashtakshari stuti in odia

Copy
Give Feedback