Search Results

Search from 23,000+ Stotrams, Mantras & Spiritual Posts

ଧନ୍ଵଂତରୀ ମଂତ୍ର

Dhanvantari Mantra in odia
with lyrics, PDF, meaning, devotional benefits,
chanting guide and complete spiritual content.

dhanvantari mantra in odia

ଧ୍ୟାନଂ
ଅଚ୍ୟୁତାନଂତ ଗୋଵିଂଦ ଵିଷ୍ଣୋ ନାରାୟଣାଽମୃତ
ରୋଗାନ୍ମେ ନାଶୟାଽଶେଷାନାଶୁ ଧନ୍ଵଂତରେ ହରେ ।
ଆରୋଗ୍ୟଂ ଦୀର୍ଘମାୟୁଷ୍ୟଂ ବଲଂ ତେଜୋ ଧିୟଂ ଶ୍ରିୟଂ
ସ୍ଵଭକ୍ତେଭ୍ୟୋଽନୁଗୃହ୍ଣଂତଂ ଵଂଦେ ଧନ୍ଵଂତରିଂ ହରିମ୍ ॥

ଶଂଖଂ ଚକ୍ରଂ ଜଲୌକାଂ ଦଧଦମୃତଘଟଂ ଚାରୁଦୋର୍ଭିଶ୍ଚତୁର୍ଭିଃ ।
ସୂକ୍ଷ୍ମସ୍ଵଚ୍ଛାତିହୃଦ୍ୟାଂଶୁକ ପରିଵିଲସନ୍ମୌଳିମଂଭୋଜନେତ୍ରମ୍ ।
କାଲାଂଭୋଦୋଜ୍ଜ୍ଵଲାଂଗଂ କଟିତଟଵିଲସଚ୍ଚାରୁପୀତାଂବରାଢ୍ୟମ୍ ।
ଵଂଦେ ଧନ୍ଵଂତରିଂ ତଂ ନିଖିଲଗଦଵନପ୍ରୌଢଦାଵାଗ୍ନିଲୀଲମ୍ ॥

ଧନ୍ଵଂତରେରିମଂ ଶ୍ଲୋକଂ ଭକ୍ତ୍ୟା ନିତ୍ୟଂ ପଠଂତି ୟେ ।
ଅନାରୋଗ୍ୟଂ ନ ତେଷାଂ ସ୍ୟାତ୍ ସୁଖଂ ଜୀଵଂତି ତେ ଚିରମ୍ ॥

ମଂତ୍ରଂ
ଓଂ ନମୋ ଭଗଵତେ ଵାସୁଦେଵାୟ ଧନ୍ଵଂତରୟେ ଅମୃତକଲଶହସ୍ତାୟ [ଵଜ୍ରଜଲୌକହସ୍ତାୟ] ସର୍ଵାମୟଵିନାଶନାୟ ତ୍ରୈଲୋକ୍ୟନାଥାୟ ଶ୍ରୀମହାଵିଷ୍ଣଵେ ସ୍ଵାହା ।

[ପାଠାଂତରଃ]
ଓଂ ନମୋ ଭଗଵତେ ମହାସୁଦର୍ଶନାୟ ଵାସୁଦେଵାୟ ଧନ୍ଵଂତରୟେ ଅମୃତକଲଶହସ୍ତାୟ ସର୍ଵଭୟଵିନାଶାୟ ସର୍ଵରୋଗନିଵାରଣାୟ ତ୍ରୈଲୋକ୍ୟପତୟେ ତ୍ରୈଲୋକ୍ୟନିଧୟେ ଶ୍ରୀମହାଵିଷ୍ଣୁସ୍ଵରୂପ ଶ୍ରୀଧନ୍ଵଂତରୀସ୍ଵରୂପ ଶ୍ରୀ ଶ୍ରୀ ଶ୍ରୀ ଔଷଧଚକ୍ର ନାରାୟଣାୟ ସ୍ଵାହା ।

ଗାୟତ୍ରୀ ମଂତ୍ରମ୍
ଓଂ ଵାସୁଦେଵାୟ ଵିଦ୍ମହେ ସୁଧାହସ୍ତାୟ ଧୀମହି ।
ତନ୍ନୋ ଧନ୍ଵଂତରିଃ ପ୍ରଚୋଦୟାତ୍ ।

ତାରକମଂତ୍ରମ୍
ଓଂ ଧଂ ଧନ୍ଵଂତରୟେ ନମଃ ।

dhanvantari mantra in odia

Copy
Give Feedback