Search Results

Search from 23,000+ Stotrams, Mantras & Spiritual Posts

ଅଂଗାରକ ଅଷ୍ଟୋତ୍ତର ଶତ ନାମ ସ୍ତୋତ୍ରମ୍

Angaraka Ashtottara Sata Nama Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

angaraka ashtottara sata nama stotram in odia

ମହୀସୁତୋ ମହାଭାଗୋ ମଂଗଳୋ ମଂଗଳପ୍ରଦଃ ।
ମହାଵୀରୋ ମହାଶୂରୋ ମହାବଲପରାକ୍ରମଃ ॥ 1 ॥

ମହାରୌଦ୍ରୋ ମହାଭଦ୍ରୋ ମାନନୀୟୋ ଦୟାକରଃ ।
ମାନଦୋଽମର୍ଷଣଃ କ୍ରୂରସ୍ତାପପାପଵିଵର୍ଜିତଃ ॥ 2 ॥

ସୁପ୍ରତୀପଃ ସୁତାମ୍ରାକ୍ଷଃ ସୁବ୍ରହ୍ମଣ୍ୟଃ ସୁଖପ୍ରଦଃ ।
ଵକ୍ରସ୍ତଂଭାଦିଗମନୋ ଵରେଣ୍ୟୋ ଵରଦଃ ସୁଖୀ ॥ 3 ॥

ଵୀରଭଦ୍ରୋ ଵିରୂପାକ୍ଷୋ ଵିଦୂରସ୍ଥୋ ଵିଭାଵସୁଃ ।
ନକ୍ଷତ୍ରଚକ୍ରସଂଚାରୀ କ୍ଷତ୍ରପଃ କ୍ଷାତ୍ରଵର୍ଜିତଃ ॥ 4 ॥

କ୍ଷୟଵୃଦ୍ଧିଵିନିର୍ମୁକ୍ତଃ କ୍ଷମାୟୁକ୍ତୋ ଵିଚକ୍ଷଣଃ ।
ଅକ୍ଷୀଣଫଲଦଃ ଚକ୍ଷୁର୍ଗୋଚରଃ ଶୁଭଲକ୍ଷଣଃ ॥ 5 ॥

ଵୀତରାଗୋ ଵୀତଭୟୋ ଵିଜ୍ଵରୋ ଵିଶ୍ଵକାରଣଃ ।
ନକ୍ଷତ୍ରରାଶିସଂଚାରୋ ନାନାଭୟନିକୃଂତନଃ ॥ 6 ॥

କମନୀୟୋ ଦୟାସାରଃ କନତ୍କନକଭୂଷଣଃ ।
ଭୟଘ୍ନୋ ଭଵ୍ୟଫଲଦୋ ଭକ୍ତାଭୟଵରପ୍ରଦଃ ॥ 7 ॥

ଶତ୍ରୁହଂତା ଶମୋପେତଃ ଶରଣାଗତପୋଷକଃ ।
ସାହସଃ ସଦ୍ଗୁଣାଽଧ୍ୟକ୍ଷଃ ସାଧୁଃ ସମରଦୁର୍ଜୟଃ ॥ 8 ॥

ଦୁଷ୍ଟଦୂରଃ ଶିଷ୍ଟପୂଜ୍ୟଃ ସର୍ଵକଷ୍ଟନିଵାରକଃ ।
ଦୁଶ୍ଚେଷ୍ଟଵାରକୋ ଦୁଃଖଭଂଜନୋ ଦୁର୍ଧରୋ ହରିଃ ॥ 9 ॥

ଦୁଃସ୍ଵପ୍ନହଂତା ଦୁର୍ଧର୍ଷୋ ଦୁଷ୍ଟଗର୍ଵଵିମୋଚକଃ ।
ଭରଦ୍ଵାଜକୁଲୋଦ୍ଭୂତୋ ଭୂସୁତୋ ଭଵ୍ୟଭୂଷଣଃ ॥ 10 ॥

ରକ୍ତାଂବରୋ ରକ୍ତଵପୁର୍ଭକ୍ତପାଲନତତ୍ପରଃ ।
ଚତୁର୍ଭୁଜୋ ଗଦାଧାରୀ ମେଷଵାହୋଽମିତାଶନଃ ॥ 11 ॥

ଶକ୍ତିଶୂଲଧରଃ ଶକ୍ତଃ ଶସ୍ତ୍ରଵିଦ୍ୟାଵିଶାରଦଃ ।
ତାର୍କିକସ୍ତାମସାଧାରସ୍ତପସ୍ଵୀ ତାମ୍ରଲୋଚନଃ ॥ 12 ॥

ତପ୍ତକାଂଚନସଂକାଶୋ ରକ୍ତକିଂଜଲ୍କସନ୍ନିଭଃ ।
ଗୋତ୍ରାଧିଦେଵୋ ଗୋମଧ୍ୟଚରୋ ଗୁଣଵିଭୂଷଣଃ ॥ 13 ॥

ଅସୃଗଂଗାରକୋଽଵଂତୀଦେଶାଧୀଶୋ ଜନାର୍ଦନଃ ।
ସୂର୍ୟୟାମ୍ୟପ୍ରଦେଶସ୍ଥୋ ୟୌଵନୋ ୟାମ୍ୟଦିଙ୍ମୁଖଃ ॥ 14 ॥

ତ୍ରିକୋଣମଂଡଲଗତସ୍ତ୍ରିଦଶାଧିପସନ୍ନୁତଃ ।
ଶୁଚିଃ ଶୁଚିକରଃ ଶୂରୋ ଶୁଚିଵଶ୍ୟଃ ଶୁଭାଵହଃ ॥ 15 ॥

ମେଷଵୃଶ୍ଚିକରାଶୀଶୋ ମେଧାଵୀ ମିତଭାଷଣଃ ।
ସୁଖପ୍ରଦଃ ସୁରୂପାକ୍ଷଃ ସର୍ଵାଭୀଷ୍ଟଫଲପ୍ରଦଃ ॥ 16 ॥

ଇତି ଶ୍ରୀ ଅଂଗାରକାଷ୍ଟୋତ୍ତରଶତନାମ ସ୍ତୋତ୍ରମ୍ ।

angaraka ashtottara sata nama stotram in odia

Copy
Give Feedback