Sri Rama Dootha Anjaneya Stotram Ram Ram Ram Raktavarnam in odia
with lyrics, PDF, meaning, devotional benefits,
chanting guide and complete spiritual content.
sri rama dootha anjaneya stotram ram ram ram raktavarnam in odia
ରଂ ରଂ ରଂ ରକ୍ତଵର୍ଣଂ ଦିନକରଵଦନଂ ତୀକ୍ଷ୍ଣଦଂଷ୍ଟ୍ରାକରାଳଂ
ରଂ ରଂ ରଂ ରମ୍ୟତେଜଂ ଗିରିଚଲନକରଂ କୀର୍ତିପଂଚାଦି ଵକ୍ତ୍ରମ୍ ।
ରଂ ରଂ ରଂ ରାଜୟୋଗଂ ସକଲଶୁଭନିଧିଂ ସପ୍ତଭେତାଳଭେଦ୍ୟଂ
ରଂ ରଂ ରଂ ରାକ୍ଷସାଂତଂ ସକଲଦିଶୟଶଂ ରାମଦୂତଂ ନମାମି ॥ 1 ॥
ଖଂ ଖଂ ଖଂ ଖଡ୍ଗହସ୍ତଂ ଵିଷଜ୍ଵରହରଣଂ ଵେଦଵେଦାଂଗଦୀପଂ
ଖଂ ଖଂ ଖଂ ଖଡ୍ଗରୂପଂ ତ୍ରିଭୁଵନନିଲୟଂ ଦେଵତାସୁପ୍ରକାଶମ୍ ।
ଖଂ ଖଂ ଖଂ କଲ୍ପଵୃକ୍ଷଂ ମଣିମୟମକୁଟଂ ମାୟ ମାୟାସ୍ଵରୂପଂ
ଖଂ ଖଂ ଖଂ କାଲଚକ୍ରଂ ସକଲଦିଶୟଶଂ ରାମଦୂତଂ ନମାମି ॥ 2 ॥
ଇଂ ଇଂ ଇଂ ଇଂଦ୍ରଵଂଦ୍ୟଂ ଜଲନିଧିକଲନଂ ସୌମ୍ୟସାମ୍ରାଜ୍ୟଲାଭଂ
ଇଂ ଇଂ ଇଂ ସିଦ୍ଧିୟୋଗଂ ନତଜନସଦୟଂ ଆର୍ୟପୂଜ୍ୟାର୍ଚିତାଂଗମ୍ ।
ଇଂ ଇଂ ଇଂ ସିଂହନାଦଂ ଅମୃତକରତଲଂ ଆଦିଅଂତ୍ୟପ୍ରକାଶଂ
ଇଂ ଇଂ ଇଂ ଚିତ୍ସ୍ଵରୂପଂ ସକଲଦିଶୟଶଂ ରାମଦୂତଂ ନମାମି ॥ 3 ॥
ସଂ ସଂ ସଂ ସାକ୍ଷିଭୂତଂ ଵିକସିତଵଦନଂ ପିଂଗଲାକ୍ଷଂ ସୁରକ୍ଷଂ
ସଂ ସଂ ସଂ ସତ୍ୟଗୀତଂ ସକଲମୁନିନୁତଂ ଶାସ୍ତ୍ରସଂପତ୍କରୀୟମ୍ ।
ସଂ ସଂ ସଂ ସାମଵେଦଂ ନିପୁଣ ସୁଲଲିତଂ ନିତ୍ୟତତ୍ତ୍ଵସ୍ଵରୂପଂ
ସଂ ସଂ ସଂ ସାଵଧାନଂ ସକଲଦିଶୟଶଂ ରାମଦୂତଂ ନମାମି ॥ 4 ॥
ହଂ ହଂ ହଂ ହଂସରୂପଂ ସ୍ଫୁଟଵିକଟମୁଖଂ ସୂକ୍ଷ୍ମସୂକ୍ଷ୍ମାଵତାରଂ
ହଂ ହଂ ହଂ ଅଂତରାତ୍ମଂ ରଵିଶଶିନୟନଂ ରମ୍ୟଗଂଭୀରଭୀମମ୍ ।
ହଂ ହଂ ହଂ ଅଟ୍ଟହାସଂ ସୁରଵରନିଲୟଂ ଊର୍ଧ୍ଵରୋମଂ କରାଳଂ
ହଂ ହଂ ହଂ ହଂସହଂସଂ ସକଲଦିଶୟଶଂ ରାମଦୂତଂ ନମାମି ॥ 5 ॥
ଇତି ଶ୍ରୀ ରାମଦୂତ ସ୍ତୋତ୍ରମ୍ ॥
sri rama dootha anjaneya stotram ram ram ram raktavarnam in odia
Leave a Comment