Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ପ୍ରତ୍ୟଂଗିର ଅଷ୍ଟୋତ୍ତର ଶତ ନାମାଵଳି

Sri Pratyangira Ashtottara Sata Namavali in odia
with lyrics, PDF, meaning, devotional benefits,
chanting guide and complete spiritual content.

sri pratyangira ashtottara sata namavali in odia

ଓଂ ପ୍ରତ୍ୟଂଗିରାୟୈ ନମଃ ।
ଓଂ ଓଂକାରରୂପିଣ୍ୟୈ ନମଃ ।
ଓଂ କ୍ଷଂ ହ୍ରାଂ ବୀଜପ୍ରେରିତାୟୈ ନମଃ ।
ଓଂ ଵିଶ୍ଵରୂପାସ୍ତ୍ୟୈ ନମଃ ।
ଓଂ ଵିରୂପାକ୍ଷପ୍ରିୟାୟୈ ନମଃ ।
ଓଂ ଋଙ୍ମଂତ୍ରପାରାୟଣପ୍ରୀତାୟୈ ନମଃ ।
ଓଂ କପାଲମାଲାଲଂକୃତାୟୈ ନମଃ ।
ଓଂ ନାଗେଂଦ୍ରଭୂଷଣାୟୈ ନମଃ ।
ଓଂ ନାଗୟଜ୍ଞୋପଵୀତଧାରିଣ୍ୟୈ ନମଃ ।
ଓଂ କୁଂଚିତକେଶିନ୍ୟୈ ନମଃ । 10 ।

ଓଂ କପାଲଖଟ୍ଵାଂଗଧାରିଣ୍ୟୈ ନମଃ ।
ଓଂ ଶୂଲିନ୍ୟୈ ନମଃ ।
ଓଂ ରକ୍ତନେତ୍ରଜ୍ଵାଲିନ୍ୟୈ ନମଃ ।
ଓଂ ଚତୁର୍ଭୁଜାୟୈ ନମଃ ।
ଓଂ ଡମରୁକଧାରିଣ୍ୟୈ ନମଃ ।
ଓଂ ଜ୍ଵାଲାକରାଳଵଦନାୟୈ ନମଃ ।
ଓଂ ଜ୍ଵାଲାଜିହ୍ଵାୟୈ ନମଃ ।
ଓଂ କରାଳଦଂଷ୍ଟ୍ରାୟୈ ନମଃ ।
ଓଂ ଆଭିଚାରିକହୋମାଗ୍ନିସମୁତ୍ଥିତାୟୈ ନମଃ ।
ଓଂ ସିଂହମୁଖାୟୈ ନମଃ । 20 ।

ଓଂ ମହିଷାସୁରମର୍ଦିନ୍ୟୈ ନମଃ ।
ଓଂ ଧୂମ୍ରଲୋଚନାୟୈ ନମଃ ।
ଓଂ କୃଷ୍ଣାଂଗାୟୈ ନମଃ ।
ଓଂ ପ୍ରେତଵାହନାୟୈ ନମଃ ।
ଓଂ ପ୍ରେତାସନାୟୈ ନମଃ ।
ଓଂ ପ୍ରେତଭୋଜିନ୍ୟୈ ନମଃ ।
ଓଂ ରକ୍ତପ୍ରିୟାୟୈ ନମଃ ।
ଓଂ ଶାକମାଂସପ୍ରିୟାୟୈ ନମଃ ।
ଓଂ ଅଷ୍ଟଭୈରଵସେଵିତାୟୈ ନମଃ ।
ଓଂ ଡାକିନୀପରିସେଵିତାୟୈ ନମଃ । 30 ।

ଓଂ ମଧୁପାନପ୍ରିୟାୟୈ ନମଃ ।
ଓଂ ବଲିପ୍ରିୟାୟୈ ନମଃ ।
ଓଂ ସିଂହାଵାହନାୟୈ ନମଃ ।
ଓଂ ସିଂହଗର୍ଜିନ୍ୟୈ ନମଃ ।
ଓଂ ପରମଂତ୍ରଵିଦାରିଣ୍ୟୈ ନମଃ ।
ଓଂ ପରୟଂତ୍ରଵିନାଶିନ୍ୟୈ ନମଃ ।
ଓଂ ପରକୃତ୍ୟାଵିଧ୍ଵଂସିନ୍ୟୈ ନମଃ ।
ଓଂ ଗୁହ୍ୟଵିଦ୍ୟାୟୈ ନମଃ ।
ଓଂ ସିଦ୍ଧଵିଦ୍ୟାୟୈ ନମଃ ।
ଓଂ ୟୋନିରୂପିଣ୍ୟୈ ନମଃ । 40 ।

ଓଂ ନଵୟୋନିଚକ୍ରାତ୍ମିକାୟୈ ନମଃ ।
ଓଂ ଵୀରରୂପାୟୈ ନମଃ ।
ଓଂ ଦୁର୍ଗାରୂପାୟୈ ନମଃ ।
ଓଂ ମହାଭୀଷଣାୟୈ ନମଃ ।
ଓଂ ଘୋରରୂପିଣ୍ୟୈ ନମଃ ।
ଓଂ ମହାକ୍ରୂରାୟୈ ନମଃ ।
ଓଂ ହିମାଚଲନିଵାସିନ୍ୟୈ ନମଃ ।
ଓଂ ଵରାଭୟପ୍ରଦାୟୈ ନମଃ ।
ଓଂ ଵିଷୁରୂପାୟୈ ନମଃ ।
ଓଂ ଶତ୍ରୁଭୟଂକର୍ୟୈ ନମଃ । 50 ।

ଓଂ ଵିଦ୍ୟୁଦ୍ଘାତାୟୈ ନମଃ ।
ଓଂ ଶତ୍ରୁମୂର୍ଧସ୍ଫୋଟନାୟୈ ନମଃ ।
ଓଂ ଵିଧୂମାଗ୍ନିସମପ୍ରଭାୟୈ ନମଃ ।
ଓଂ ମହାମାୟାୟୈ ନମଃ ।
ଓଂ ମାହେଶ୍ଵରପ୍ରିୟାୟୈ ନମଃ ।
ଓଂ ଶତ୍ରୁକାର୍ୟହାନିକର୍ୟୈ ନମଃ ।
ଓଂ ମମକାର୍ୟସିଦ୍ଧିକର୍ୟେ ନମଃ ।
ଓଂ ଶାତ୍ରୂଣାଂ ଉଦ୍ୟୋଗଵିଘ୍ନକର୍ୟୈ ନମଃ ।
ଓଂ ମମସର୍ଵୋଦ୍ୟୋଗଵଶ୍ୟକର୍ୟୈ ନମଃ ।
ଓଂ ଶତ୍ରୁପଶୁପୁତ୍ରଵିନାଶିନ୍ୟୈ ନମଃ । 60 ।

ଓଂ ତ୍ରିନେତ୍ରାୟୈ ନମଃ ।
ଓଂ ସୁରାସୁରନିଷେଵିତାୟୈ ନମଃ ।
ଓଂ ତୀଵ୍ରସାଧକପୂଜିତାୟୈ ନମଃ ।
ଓଂ ନଵଗ୍ରହଶାସିନ୍ୟୈ ନମଃ ।
ଓଂ ଆଶ୍ରିତକଲ୍ପଵୃକ୍ଷାୟୈ ନମଃ ।
ଓଂ ଭକ୍ତପ୍ରସନ୍ନରୂପିଣ୍ୟୈ ନମଃ ।
ଓଂ ଅନଂତକଳ୍ୟାଣଗୁଣାଭିରାମାୟୈ ନମଃ ।
ଓଂ କାମରୂପିଣ୍ୟୈ ନମଃ ।
ଓଂ କ୍ରୋଧରୂପିଣ୍ୟୈ ନମଃ ।
ଓଂ ମୋହରୂପିଣ୍ୟୈ ନମଃ । 70 ।

ଓଂ ମଦରୂପିଣ୍ୟୈ ନମଃ ।
ଓଂ ଉଗ୍ରାୟୈ ନମଃ ।
ଓଂ ନାରସିଂହ୍ୟୈ ନମଃ ।
ଓଂ ମୃତ୍ୟୁମୃତ୍ୟୁସ୍ଵରୂପିଣ୍ୟୈ ନମଃ ।
ଓଂ ଅଣିମାଦିସିଦ୍ଧିପ୍ରଦାୟୈ ନମଃ ।
ଓଂ ଅଂତଶ୍ଶତ୍ରୁଵିଦାରିଣ୍ୟୈ ନମଃ ।
ଓଂ ସକଲଦୁରିତଵିନାଶିନ୍ୟୈ ନମଃ ।
ଓଂ ସର୍ଵୋପଦ୍ରଵନିଵାରିଣ୍ୟୈ ନମଃ ।
ଓଂ ଦୁର୍ଜନକାଳରାତ୍ର୍ୟୈ ନମଃ ।
ଓଂ ମହାପ୍ରାଜ୍ଞାୟୈ ନମଃ । 80 ।

ଓଂ ମହାବଲାୟୈ ନମଃ ।
ଓଂ କାଳୀରୂପିଣ୍ୟୈ ନମଃ ।
ଓଂ ଵଜ୍ରାଂଗାୟୈ ନମଃ ।
ଓଂ ଦୁଷ୍ଟପ୍ରୟୋଗନିଵାରିଣ୍ୟୈ ନମଃ ।
ଓଂ ସର୍ଵଶାପଵିମୋଚନ୍ୟୈ ନମଃ ।
ଓଂ ନିଗ୍ରହାନୁଗ୍ରହ କ୍ରିୟାନିପୁଣାୟୈ ନମଃ ।
ଓଂ ଇଚ୍ଛାଜ୍ଞାନକ୍ରିୟାଶକ୍ତିରୂପିଣ୍ୟୈ ନମଃ ।
ଓଂ ବ୍ରହ୍ମଵିଷ୍ଣୁଶିଵାତ୍ମିକାୟୈ ନମଃ ।
ଓଂ ହିରଣ୍ୟସଟାଚ୍ଛଟାୟୈ ନମଃ ।
ଓଂ ଇଂଦ୍ରାଦିଦିକ୍ପାଲକସେଵିତାୟୈ ନମଃ । 90 ।

ଓଂ ପରପ୍ରୟୋଗ ପ୍ରତ୍ୟକ୍ ପ୍ରଚୋଦିନ୍ୟୈ ନମଃ ।
ଓଂ ଖଡ୍ଗମାଲାରୂପିଣ୍ୟୈ ନମଃ ।
ଓଂ ନୃସିଂହସାଲଗ୍ରାମନିଵାସିନ୍ୟୈ ନମଃ ।
ଓଂ ଭକ୍ତଶତ୍ରୁଭକ୍ଷିଣ୍ୟୈ ନମଃ ।
ଓଂ ବ୍ରହ୍ମାସ୍ତ୍ରସ୍ଵରୂପାୟୈ ନମଃ ।
ଓଂ ସହସ୍ରାରଶକ୍ୟୈ ନମଃ ।
ଓଂ ସିଦ୍ଧେଶ୍ଵର୍ୟୈ ନମଃ ।
ଓଂ ୟୋଗୀଶ୍ଵର୍ୟୈ ନମଃ ।
ଓଂ ଆତ୍ମରକ୍ଷଣଶକ୍ତିଦାୟିନ୍ୟୈ ନମଃ ।
ଓଂ ସର୍ଵଵିଘ୍ନଵିନାଶିନ୍ୟୈ ନମଃ । 100 ।

ଓଂ ସର୍ଵାଂତକନିଵାରିଣ୍ୟୈ ନମଃ ।
ଓଂ ସର୍ଵଦୁଷ୍ଟପ୍ରଦୁଷ୍ଟଶିରଶ୍ଛେଦିନ୍ୟୈ ନମଃ ।
ଓଂ ଅଥର୍ଵଣଵେଦଭାସିତାୟୈ ନମଃ ।
ଓଂ ଶ୍ମଶାନଵାସିନ୍ୟୈ ନମଃ ।
ଓଂ ଭୂତଭେତାଳସେଵିତାୟୈ ନମଃ ।
ଓଂ ସିଦ୍ଧମଂଡଲପୂଜିତାୟୈ ନମଃ ।
ଓଂ ମହାଭୈରଵପ୍ରିୟାୟ ନମଃ ।
ଓଂ ପ୍ରତ୍ୟଂଗିରା ଭଦ୍ରକାଳୀ ଦେଵତାୟୈ ନମଃ । 108 ।

sri pratyangira ashtottara sata namavali in odia

Copy
Give Feedback