Search Results

Search from 23,000+ Stotrams, Mantras & Spiritual Posts

ଶ୍ରୀ ଅନ୍ନପୂର୍ଣା ଅଷ୍ଟୋତ୍ତର ଶତନାମାଵଳିଃ

Sri Annapurna Ashtottara Sata Namavali in odia
with lyrics, PDF, meaning, devotional benefits,
chanting guide and complete spiritual content.

sri annapurna ashtottara sata namavali in odia

ଓଂ ଅନ୍ନପୂର୍ଣାୟୈ ନମଃ
ଓଂ ଶିଵାୟୈ ନମଃ
ଓଂ ଦେଵ୍ୟୈ ନମଃ
ଓଂ ଭୀମାୟୈ ନମଃ
ଓଂ ପୁଷ୍ଟ୍ୟୈ ନମଃ
ଓଂ ସରସ୍ଵତ୍ୟୈ ନମଃ
ଓଂ ସର୍ଵଜ୍ଞାୟୈ ନମଃ
ଓଂ ପାର୍ଵତ୍ୟୈ ନମଃ
ଓଂ ଦୁର୍ଗାୟୈ ନମଃ
ଓଂ ଶର୍ଵାଣ୍ୟୈ ନମଃ (10)

ଓଂ ଶିଵଵଲ୍ଲଭାୟୈ ନମଃ
ଓଂ ଵେଦଵେଦ୍ୟାୟୈ ନମଃ
ଓଂ ମହାଵିଦ୍ୟାୟୈ ନମଃ
ଓଂ ଵିଦ୍ୟାଦାତ୍ରୈ ନମଃ
ଓଂ ଵିଶାରଦାୟୈ ନମଃ
ଓଂ କୁମାର୍ୟୈ ନମଃ
ଓଂ ତ୍ରିପୁରାୟୈ ନମଃ
ଓଂ ବାଲାୟୈ ନମଃ
ଓଂ ଲକ୍ଷ୍ମ୍ୟୈ ନମଃ
ଓଂ ଶ୍ରିୟୈ ନମଃ (20)

ଓଂ ଭୟହାରିଣ୍ୟୈ ନମଃ
ଓଂ ଭଵାନ୍ୟୈ ନମଃ
ଓଂ ଵିଷ୍ଣୁଜନନ୍ୟୈ ନମଃ
ଓଂ ବ୍ରହ୍ମାଦିଜନନ୍ୟୈ ନମଃ
ଓଂ ଗଣେଶଜନନ୍ୟୈ ନମଃ
ଓଂ ଶକ୍ତ୍ୟୈ ନମଃ
ଓଂ କୁମାରଜନନ୍ୟୈ ନମଃ
ଓଂ ଶୁଭାୟୈ ନମଃ
ଓଂ ଭୋଗପ୍ରଦାୟୈ ନମଃ
ଓଂ ଭଗଵତ୍ୟୈ ନମଃ (30)

ଓଂ ଭକ୍ତାଭୀଷ୍ଟପ୍ରଦାୟିନ୍ୟୈ ନମଃ
ଓଂ ଭଵରୋଗହରାୟୈ ନମଃ
ଓଂ ଭଵ୍ୟାୟୈ ନମଃ
ଓଂ ଶୁଭ୍ରାୟୈ ନମଃ
ଓଂ ପରମମଂଗଳାୟୈ ନମଃ
ଓଂ ଭଵାନ୍ୟୈ ନମଃ
ଓଂ ଚଂଚଲାୟୈ ନମଃ
ଓଂ ଗୌର୍ୟୈ ନମଃ
ଓଂ ଚାରୁଚଂଦ୍ରକଳାଧରାୟୈ ନମଃ
ଓଂ ଵିଶାଲାକ୍ଷ୍ୟୈ ନମଃ (40)

ଓଂ ଵିଶ୍ଵମାତ୍ରେ ନମଃ
ଓଂ ଵିଶ୍ଵଵଂଦ୍ୟାୟୈ ନମଃ
ଓଂ ଵିଲାସିନ୍ୟୈ ନମଃ
ଓଂ ଆର୍ୟାୟୈ ନମଃ
ଓଂ କଳ୍ୟାଣନିଲାୟାୟୈ ନମଃ
ଓଂ ରୁଦ୍ରାଣ୍ୟୈ ନମଃ
ଓଂ କମଲାସନାୟୈ ନମଃ
ଓଂ ଶୁଭପ୍ରଦାୟୈ ନମଃ
ଓଂ ଶୁଭୟୈ ନମଃ
ଓଂ ଅନଂତାୟୈ ନମଃ (50)

ଓଂ ଵୃତ୍ତପୀନପୟୋଧରାୟୈ ନମଃ
ଓଂ ଅଂବାୟୈ ନମଃ
ଓଂ ସଂହାରମଥନ୍ୟୈ ନମଃ
ଓଂ ମୃଡାନ୍ୟୈ ନମଃ
ଓଂ ସର୍ଵମଂଗଳାୟୈ ନମଃ
ଓଂ ଵିଷ୍ଣୁସଂସେଵିତାୟୈ ନମଃ
ଓଂ ସିଦ୍ଧାୟୈ ନମଃ
ଓଂ ବ୍ରହ୍ମାଣ୍ୟୈ ନମଃ
ଓଂ ସୁରସେଵିତାୟୈ ନମଃ
ଓଂ ପରମାନଂଦଦାୟୈ ନମଃ (60)

ଓଂ ଶାଂତ୍ୟୈ ନମଃ
ଓଂ ପରମାନଂଦରୂପିଣ୍ୟୈ ନମଃ
ଓଂ ପରମାନଂଦଜନନ୍ୟୈ ନମଃ
ଓଂ ପରାୟୈ ନମଃ
ଓଂ ଆନଂଦପ୍ରଦାୟିନ୍ୟୈ ନମଃ
ଓଂ ପରୋପକାରନିରତାୟୈ ନମଃ
ଓଂ ପରମାୟୈ ନମଃ
ଓଂ ଭକ୍ତଵତ୍ସଲାୟୈ ନମଃ
ଓଂ ପୂର୍ଣଚଂଦ୍ରାଭଵଦନାୟୈ ନମଃ
ଓଂ ପୂର୍ଣଚଂଦ୍ରନିଭାଂଶୁକାୟୈ ନମଃ (70)

ଓଂ ଶୁଭଲକ୍ଷଣସଂପନ୍ନାୟୈ ନମଃ
ଓଂ ଶୁଭାନଂଦଗୁଣାର୍ଣଵାୟୈ ନମଃ
ଓଂ ଶୁଭସୌଭାଗ୍ୟନିଲୟାୟୈ ନମଃ
ଓଂ ଶୁଭଦାୟୈ ନମଃ
ଓଂ ରତିପ୍ରିୟାୟୈ ନମଃ
ଓଂ ଚଂଡିକାୟୈ ନମଃ
ଓଂ ଚଂଡମଥନ୍ୟୈ ନମଃ
ଓଂ ଚଂଡଦର୍ପନିଵାରିଣ୍ୟୈ ନମଃ
ଓଂ ମାର୍ତାଂଡନୟନାୟୈ ନମଃ
ଓଂ ସାଧ୍ଵ୍ୟୈ ନମଃ (80)

ଓଂ ଚଂଦ୍ରାଗ୍ନିନୟନାୟୈ ନମଃ
ଓଂ ସତ୍ୟୈ ନମଃ
ଓଂ ପୁଂଡରୀକହରାୟୈ ନମଃ
ଓଂ ପୂର୍ଣାୟୈ ନମଃ
ଓଂ ପୁଣ୍ୟଦାୟୈ ନମଃ
ଓଂ ପୁଣ୍ୟରୂପିଣ୍ୟୈ ନମଃ
ଓଂ ମାୟାତୀତାୟୈ ନମଃ
ଓଂ ଶ୍ରେଷ୍ଠମାୟାୟୈ ନମଃ
ଓଂ ଶ୍ରେଷ୍ଠଧର୍ମାତ୍ମଵଂଦିତାୟୈ ନମଃ
ଓଂ ଅସୃଷ୍ଟ୍ୟୈ ନମଃ (90)

ଓଂ ସଂଗରହିତାୟୈ ନମଃ
ଓଂ ସୃଷ୍ଟିହେତଵେ ନମଃ
ଓଂ କପର୍ଦିନ୍ୟୈ ନମଃ
ଓଂ ଵୃଷାରୂଢାୟୈ ନମଃ
ଓଂ ଶୂଲହସ୍ତାୟୈ ନମଃ
ଓଂ ସ୍ଥିତିସଂହାରକାରିଣ୍ୟୈ ନମଃ
ଓଂ ମଂଦସ୍ମିତାୟୈ ନମଃ
ଓଂ ସ୍କଂଦମାତ୍ରେ ନମଃ
ଓଂ ଶୁଦ୍ଧଚିତ୍ତାୟୈ ନମଃ
ଓଂ ମୁନିସ୍ତୁତାୟୈ ନମଃ (100)

ଓଂ ମହାଭଗଵତ୍ୟୈ ନମଃ
ଓଂ ଦକ୍ଷାୟୈ ନମଃ
ଓଂ ଦକ୍ଷାଧ୍ଵରଵିନାଶିନ୍ୟୈ ନମଃ
ଓଂ ସର୍ଵାର୍ଥଦାତ୍ର୍ୟୈ ନମଃ
ଓଂ ସାଵିତ୍ର୍ୟୈ ନମଃ
ଓଂ ସଦାଶିଵକୁଟୁଂବିନ୍ୟୈ ନମଃ
ଓଂ ନିତ୍ୟସୁଂଦରସର୍ଵାଂଗ୍ୟୈ ନମଃ
ଓଂ ସଚ୍ଚିଦାନଂଦଲକ୍ଷଣାୟୈ ନମଃ (108)

sri annapurna ashtottara sata namavali in odia

Copy
Give Feedback