Search Results

Search from 23,000+ Stotrams, Mantras & Spiritual Posts

ଶରଭେଶାଷ୍ଟକମ୍

Sharabhesha Ashtakam in odia
with lyrics, PDF, meaning, devotional benefits,
chanting guide and complete spiritual content.

sharabhesha ashtakam in odia

ଶ୍ରୀ ଶିଵ ଉଵାଚ

ଶୃଣୁ ଦେଵି ମହାଗୁହ୍ୟଂ ପରଂ ପୁଣ୍ୟଵିଵର୍ଧନଂ .
ଶରଭେଶାଷ୍ଟକଂ ମଂତ୍ରଂ ଵକ୍ଷ୍ୟାମି ତଵ ତତ୍ତ୍ଵତଃ ॥

ଋଷିନ୍ୟାସାଦିକଂ ୟତ୍ତତ୍ସର୍ଵପୂର୍ଵଵଦାଚରେତ୍ .
ଧ୍ୟାନଭେଦଂ ଵିଶେଷେଣ ଵକ୍ଷ୍ୟାମ୍ୟହମତଃ ଶିଵେ ॥

ଧ୍ୟାନଂ

ଜ୍ଵଲନକୁଟିଲକେଶଂ ସୂର୍ୟଚଂଦ୍ରାଗ୍ନିନେତ୍ରଂ
ନିଶିତତରନଖାଗ୍ରୋଦ୍ଧୂତହେମାଭଦେହମ୍ ।
ଶରଭମଥ ମୁନୀଂଦ୍ରୈଃ ସେଵ୍ୟମାନଂ ସିତାଂଗଂ
ପ୍ରଣତଭୟଵିନାଶଂ ଭାଵୟେତ୍ପକ୍ଷିରାଜମ୍ ॥

ଅଥ ସ୍ତୋତ୍ରଂ

ଦେଵାଦିଦେଵାୟ ଜଗନ୍ମୟାୟ ଶିଵାୟ ନାଲୀକନିଭାନନାୟ ।
ଶର୍ଵାୟ ଭୀମାୟ ଶରାଧିପାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 1 ॥

ହରାୟ ଭୀମାୟ ହରିପ୍ରିୟାୟ ଭଵାୟ ଶାଂତାୟ ପରାତ୍ପରାୟ ।
ମୃଡାୟ ରୁଦ୍ରାୟ ଵିଲୋଚନାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 2 ॥

ଶୀତାଂଶୁଚୂଡାୟ ଦିଗଂବରାୟ ସୃଷ୍ଟିସ୍ଥିତିଧ୍ଵଂସନକାରଣାୟ ।
ଜଟାକଲାପାୟ ଜିତେଂଦ୍ରିୟାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 3 ॥

କଲଂକକଂଠାୟ ଭଵାଂତକାୟ କପାଲଶୂଲାତ୍ତକରାଂବୁଜାୟ ।
ଭୁଜଂଗଭୂଷାୟ ପୁରାଂତକାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 4 ॥

ଶମାଦିଷଟ୍କାୟ ୟମାଂତକାୟ ୟମାଦିୟୋଗାଷ୍ଟକସିଦ୍ଧିଦାୟ ।
ଉମାଧିନାଥାୟ ପୁରାତନାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 5 ॥

ଘୃଣାଦିପାଶାଷ୍ଟକଵର୍ଜିତାୟ ଖିଲୀକୃତାସ୍ମତ୍ପଥି ପୂର୍ଵଗାୟ ।
ଗୁଣାଦିହୀନାୟ ଗୁଣତ୍ରୟାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 6 ॥

କାଲାୟ ଵେଦାମୃତକଂଦଲାୟ କଲ୍ୟାଣକୌତୂହଲକାରଣାୟ ।
ସ୍ଥୂଲାୟ ସୂକ୍ଷ୍ମାୟ ସ୍ଵରୂପଗାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 7 ॥

ପଂଚାନନାୟାନିଲଭାସ୍କରାୟ ପଂଚାଶଦର୍ଣାଦ୍ୟପରାକ୍ଷୟାୟ ।
ପଂଚାକ୍ଷରେଶାୟ ଜଗଦ୍ଧିତାୟ ନମୋଽସ୍ତୁ ତୁଭ୍ୟଂ ଶରଭେଶ୍ଵରାୟ ॥ 8 ॥

ଇତି ଶ୍ରୀ ଶରଭେଶାଷ୍ଟକମ୍ ॥

sharabhesha ashtakam in odia

Copy
Give Feedback