Narayana Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.
narayana stotram in odia
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ ॥
ନାରାୟଣ ନାରାୟଣ ଜୟ ଗୋପାଲ ହରେ ॥
କରୁଣାପାରାଵାର ଵରୁଣାଲୟଗଂଭୀର ନାରାୟଣ ॥ 1 ॥
ଘନନୀରଦସଂକାଶ କୃତକଲିକଲ୍ମଷନାଶନ ନାରାୟଣ ॥ 2 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ୟମୁନାତୀରଵିହାର ଧୃତକୌସ୍ତୁଭମଣିହାର ନାରାୟଣ ॥ 3 ॥
ପୀତାଂବରପରିଧାନ ସୁରକଳ୍ୟାଣନିଧାନ ନାରାୟଣ ॥ 4 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ମଂଜୁଲଗୁଂଜାଭୂଷ ମାୟାମାନୁଷଵେଷ ନାରାୟଣ ॥ 5 ॥
ରାଧାଧରମଧୁରସିକ ରଜନୀକରକୁଲତିଲକ ନାରାୟଣ ॥ 6 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ମୁରଳୀଗାନଵିନୋଦ ଵେଦସ୍ତୁତଭୂପାଦ ନାରାୟଣ ॥ 7 ॥
ଵାରିଜଭୂଷାଭରଣ ରାଜୀଵରୁକ୍ମିଣୀରମଣ ନାରାୟଣ ॥ 8 ॥
[ବର୍ହିନିବର୍ହାପୀଡ ନଟନାଟକଫଣିକ୍ରୀଡ ନାରାୟଣ]
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଜଲରୁହଦଳନିଭନେତ୍ର ଜଗଦାରଂଭକସୂତ୍ର ନାରାୟଣ ॥ 9॥
ପାତକରଜନୀସଂହାର କରୁଣାଲୟ ମାମୁଦ୍ଧର ନାରାୟଣ ॥ 10 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଅଘ ବକହୟକଂସାରେ କେଶଵ କୃଷ୍ଣ ମୁରାରେ ନାରାୟଣ ॥ 11 ॥
ହାଟକନିଭପୀତାଂବର ଅଭୟଂ କୁରୁ ମେ ମାଵର ନାରାୟଣ ॥ 12 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଦଶରଥରାଜକୁମାର ଦାନଵମଦସଂହାର ନାରାୟଣ ॥ 14 ॥
ଗୋଵର୍ଧନଗିରି ରମଣ ଗୋପୀମାନସହରଣ ନାରାୟଣ ॥ 15 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ସରୟୁତୀରଵିହାର ସଜ୍ଜନଋଷିମଂଦାର ନାରାୟଣ ॥ 16 ॥
ଵିଶ୍ଵାମିତ୍ରମଖତ୍ର ଵିଵିଧଵରାନୁଚରିତ୍ର ନାରାୟଣ ॥ 17 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଧ୍ଵଜଵଜ୍ରାଂକୁଶପାଦ ଧରଣୀସୁତସହମୋଦ ନାରାୟଣ ॥ 18 ॥
ଜନକସୁତାପ୍ରତିପାଲ ଜୟ ଜୟ ସଂସ୍ମୃତିଲୀଲ ନାରାୟଣ ॥ 19 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଦଶରଥଵାଗ୍ଧୃତିଭାର ଦଂଡକ ଵନସଂଚାର ନାରାୟଣ ॥ 20 ॥
ମୁଷ୍ଟିକଚାଣୂରସଂହାର ମୁନିମାନସଵିହାର ନାରାୟଣ ॥ 21 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଵାଲିଵିନିଗ୍ରହଶୌର୍ୟ ଵରସୁଗ୍ରୀଵହିତାର୍ୟ ନାରାୟଣ ॥ 22 ॥
ମାଂ ମୁରଳୀକର ଧୀଵର ପାଲୟ ପାଲୟ ଶ୍ରୀଧର ନାରାୟଣ ॥ 23 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଜଲନିଧି ବଂଧନ ଧୀର ରାଵଣକଂଠଵିଦାର ନାରାୟଣ ॥ 24 ॥
ତାଟକମର୍ଦନ ରାମ ନଟଗୁଣଵିଵିଧ ସୁରାମ ନାରାୟଣ ॥ 25 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଗୌତମପତ୍ନୀପୂଜନ କରୁଣାଘନାଵଲୋକନ ନାରାୟଣ ॥ 26 ॥
ସଂଭ୍ରମସୀତାହାର ସାକେତପୁରଵିହାର ନାରାୟଣ ॥ 27 ॥
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ…
ଅଚଲୋଦ୍ଧୃତଚଂଚତ୍କର ଭକ୍ତାନୁଗ୍ରହତତ୍ପର ନାରାୟଣ ॥ 28 ॥
ନୈଗମଗାନଵିନୋଦ ରକ୍ଷିତ ସୁପ୍ରହ୍ଲାଦ ନାରାୟଣ ॥ 29 ॥
[ଭାରତ ୟତଵରଶଂକର ନାମାମୃତମଖିଲାଂତର ନାରାୟଣ]
ନାରାୟଣ ନାରାୟଣ ଜୟ ଗୋଵିଂଦ ହରେ ନାରାୟଣ ॥
ନାରାୟଣ ନାରାୟଣ ଜୟ ଗୋପାଲ ହରେ ନାରାୟଣ ନାରାୟଣ ନାରାୟଣ ॥
ଇତି ଶ୍ରିମଚ୍ଛଂକରାଚାର୍ୟ ଵିରଚିତଂ ନାରାୟଣ ସ୍ତୋତ୍ରଂ ସଂପୂର୍ଣମ୍ ॥
narayana stotram in odia
Leave a Comment