Search Results

Search from 23,000+ Stotrams, Mantras & Spiritual Posts

ଦକାରାଦି ଶ୍ରୀ ଦୁର୍ଗା ସହସ୍ର ନାମ ସ୍ତୋତ୍ରମ୍

Dakaradi Sree Durga Sahasra Nama Stotram in odia
with lyrics, PDF, meaning, devotional benefits,
chanting guide and complete spiritual content.

dakaradi sree durga sahasra nama stotram in odia

ଶ୍ରୀ ଦେଵ୍ୟୁଵାଚ ।
ମମ ନାମ ସହସ୍ରଂ ଚ ଶିଵ ପୂର୍ଵଵିନିର୍ମିତମ୍ ।
ତତ୍ପଠ୍ୟତାଂ ଵିଧାନେନ ତଥା ସର୍ଵଂ ଭଵିଷ୍ୟତି ॥

ଇତ୍ୟୁକ୍ତ୍ଵା ପାର୍ଵତୀ ଦେଵି ଶ୍ରାଵୟାମାସ ତଚ୍ଚତାନ୍ ।
ତଦେଵ ନାମସାହସ୍ରଂ ଦକାରାଦି ଵରାନନେ ॥

ରୋଗଦାରିଦ୍ର୍ୟଦୌର୍ଭାଗ୍ୟଶୋକଦୁଃଖଵିନାଶକମ୍ ।
ସର୍ଵାସାଂ ପୂଜିତଂ ନାମ ଶ୍ରୀଦୁର୍ଗାଦେଵତା ମତା ॥

ନିଜବୀଜଂ ଭଵେଦ୍ବୀଜଂ ମଂତ୍ରଂ କୀଲକମୁଚ୍ୟତେ ।
ସର୍ଵାଶାପୂରଣେ ଦେଵୀ ଵିନିୟୋଗଃ ପ୍ରକୀର୍ତିତଃ ॥

ଓଂ ଅସ୍ୟ ଶ୍ରୀଦକାରାଦି ଦୁର୍ଗାସହସ୍ରନାମ ସ୍ତୋତ୍ରସ୍ୟ ଶିଵ ଋଷିଃ ଅନୁଷ୍ଟୁପ୍ଛଂଦଃ ଶ୍ରୀଦୁର୍ଗା ଦେଵତା ଦୁଂ ବୀଜଂ ଦୁଂ କୀଲକଂ ଦୁଃଖଦାରିଦ୍ର୍ୟରୋଗଶୋକ ନିଵୃତ୍ତ୍ୟର୍ଥଂ ପାଠେ ଵିନିୟୋଗଃ ।

ଧ୍ୟାନମ୍
ଵିଦ୍ୟୁଦ୍ଦାମସମପ୍ରଭାଂ ମୃଗପତି ସ୍କଂଧସ୍ଥିତାଂ ଭୀଷଣାଂ
କନ୍ୟାଭିଃ କରଵାଲଖେଟଵିଲଦ୍ଦସ୍ତାଭିରାସେଵିତାମ୍ ।
ହସୈଶ୍ଚକ୍ରଗଦାସିଖେଟ ଵିଶିଖାଂଶ୍ଚାପଂ ଗୁଣଂ ତର୍ଜନୀଂ
ବିଭ୍ରାଣାମନଲାତ୍ମିକାଂ ଶଶିଧରାଂ ଦୁର୍ଗାଂ ତ୍ରିନେତ୍ରାଂ ଭଜେ ॥

ସ୍ତୋତ୍ରମ୍
ଦୁଂ ଦୁର୍ଗା ଦୁର୍ଗତିହରା ଦୁର୍ଗାଚଲନିଵାସିନୀ ।
ଦୁର୍ଗମାର୍ଗାନୁସଂଚାରା ଦୁର୍ଗମାର୍ଗନିଵାସିନୀ ॥ 1 ॥

ଦୁର୍ଗମାର୍ଗପ୍ରଵିଷ୍ଟା ଚ ଦୁର୍ଗମାର୍ଗପ୍ରଵେଶିନୀ ।
ଦୁର୍ଗମାର୍ଗକୃତାଵାସା ଦୁର୍ଗମାର୍ଗଜୟପ୍ରିୟା ॥ 2 ॥

ଦୁର୍ଗମାର୍ଗଗୃହୀତାର୍ଚା ଦୁର୍ଗମାର୍ଗସ୍ଥିତାତ୍ମିକା ।
ଦୁର୍ଗମାର୍ଗସ୍ତୁତିପରା ଦୁର୍ଗମାର୍ଗସ୍ମୃତିଃ ପରା ॥ 3 ॥

ଦୁର୍ଗମାର୍ଗସଦାସ୍ଥାତ୍ରୀ ଦୁର୍ଗମାର୍ଗରତିପ୍ରିୟା ।
ଦୁର୍ଗମାର୍ଗସ୍ଥଲସ୍ଥାନା ଦୁର୍ଗମାର୍ଗଵିଲାସିନୀ ॥ 4 ॥

ଦୁର୍ଗମାର୍ଗତ୍ୟକ୍ତଵସ୍ତ୍ରା ଦୁର୍ଗମାର୍ଗପ୍ରଵର୍ତିନୀ ।
ଦୁର୍ଗାସୁରନିହଂତ୍ରୀ ଚ ଦୁର୍ଗାସୁରନିଷୂଦିନୀ ॥ 5 ॥

ଦୁର୍ଗାସୁରହରା ଦୂତୀ ଦୁର୍ଗାସୁରଵିନାଶିନୀ ।
ଦୁର୍ଗାସୁରଵଧୋନ୍ମତ୍ତା ଦୁର୍ଗାସୁରଵଧୋତ୍ସୁକା ॥ 6 ॥

ଦୁର୍ଗାସୁରଵଧୋତ୍ସାହା ଦୁର୍ଗାସୁରଵଧୋଦ୍ୟତା ।
ଦୁର୍ଗାସୁରଵଧପ୍ରେପ୍ସୁଃ ଦୁର୍ଗାସୁରମୁଖାଂତକୃତ୍ ॥ 7 ॥

ଦୁର୍ଗାସୁରଧ୍ଵଂସତୋଷା ଦୁର୍ଗଦାନଵଦାରିଣୀ ।
ଦୁର୍ଗଵିଦ୍ରାଵଣକରୀ ଦୁର୍ଗଵିଦ୍ରାଵଣୀ ସଦା ॥ 8 ॥

ଦୁର୍ଗଵିକ୍ଷୋଭଣକରୀ ଦୁର୍ଗଶୀର୍ଷନିକୃଂତନୀ ।
ଦୁର୍ଗଵିଧ୍ଵଂସନକରୀ ଦୁର୍ଗଦୈତ୍ୟନିକୃଂତନୀ ॥ 9 ॥

ଦୁର୍ଗଦୈତ୍ୟପ୍ରାଣହରା ଦୁର୍ଗଦୈତ୍ୟାଂତକାରିଣୀ ।
ଦୁର୍ଗଦୈତ୍ୟହରତ୍ରାତା ଦୁର୍ଗଦୈତ୍ୟାସୃଗୁନ୍ମଦା ॥ 10 ॥

ଦୁର୍ଗଦୈତ୍ୟାଶନକରୀ ଦୁର୍ଗଚର୍ମାଂବରାଵୃତା ।
ଦୁର୍ଗୟୁଦ୍ଧୋତ୍ସଵକରୀ ଦୁର୍ଗୟୁଦ୍ଧଵିଶାରଦା ॥ 11 ॥

ଦୁର୍ଗୟୁଦ୍ଧାସଵରତା ଦୁର୍ଗୟୁଦ୍ଧଵିମର୍ଦିନୀ ।
ଦୁର୍ଗୟୁଦ୍ଧହାସ୍ୟରତା ଦୁର୍ଗୟୁଦ୍ଧାଟ୍ଟହାସିନୀ ॥ 12 ॥

ଦୁର୍ଗୟୁଦ୍ଧମହାମତ୍ତା ଦୁର୍ଗୟୁଦ୍ଧାନୁସାରିଣୀ ।
ଦୁର୍ଗୟୁଦ୍ଧୋତ୍ସଵୋତ୍ସାହା ଦୁର୍ଗଦେଶନିଷେଵିଣୀ ॥ 13 ॥

ଦୁର୍ଗଦେଶଵାସରତା ଦୁର୍ଗଦେଶଵିଲାସିନୀ ।
ଦୁର୍ଗଦେଶାର୍ଚନରତା ଦୁର୍ଗଦେଶଜନପ୍ରିୟା ॥ 14 ॥

ଦୁର୍ଗମସ୍ଥାନସଂସ୍ଥାନା ଦୁର୍ଗମଧ୍ୟାନୁସାଧନା ।
ଦୁର୍ଗମା ଦୁର୍ଗମଧ୍ୟାନା ଦୁର୍ଗମାତ୍ମସ୍ଵରୂପିଣୀ ॥ 15 ॥

ଦୁର୍ଗମାଗମସଂଧାନା ଦୁର୍ଗମାଗମସଂସ୍ତୁତା ।
ଦୁର୍ଗମାଗମଦୁର୍ଜ୍ଞେୟା ଦୁର୍ଗମଶ୍ରୁତିସମ୍ମତା ॥ 16 ॥

ଦୁର୍ଗମଶ୍ରୁତିମାନ୍ୟା ଚ ଦୁର୍ଗମଶ୍ରୁତିପୂଜିତା ।
ଦୁର୍ଗମଶ୍ରୁତିସୁପ୍ରୀତା ଦୁର୍ଗମଶ୍ରୁତିହର୍ଷଦା ॥ 17 ॥

ଦୁର୍ଗମଶ୍ରୁତିସଂସ୍ଥାନା ଦୁର୍ଗମଶ୍ରୁତିମାନିତା ।
ଦୁର୍ଗମାଚାରସଂତୁଷ୍ଟା ଦୁର୍ଗମାଚାରତୋଷିତା ॥ 18 ॥

ଦୁର୍ଗମାଚାରନିର୍ଵୃତ୍ତା ଦୁର୍ଗମାଚାରପୂଜିତା ।
ଦୁର୍ଗମାଚାରକଲିତା ଦୁର୍ଗମସ୍ଥାନଦାୟିନୀ ॥ 19 ॥

ଦୁର୍ଗମପ୍ରେମନିରତା ଦୁର୍ଗମଦ୍ରଵିଣପ୍ରଦା ।
ଦୁର୍ଗମାଂବୁଜମଧ୍ୟସ୍ଥା ଦୁର୍ଗମାଂବୁଜଵାସିନୀ ॥ 20 ॥

ଦୁର୍ଗନାଡୀମାର୍ଗଗତିର୍ଦୁର୍ଗନାଡୀପ୍ରଚାରିଣୀ ।
ଦୁର୍ଗନାଡୀପଦ୍ମରତା ଦୁର୍ଗନାଡ୍ୟଂବୁଜସ୍ଥିତା ॥ 21 ॥

ଦୁର୍ଗନାଡୀଗତାୟାତା ଦୁର୍ଗନାଡୀକୃତାସ୍ପଦା ।
ଦୁର୍ଗନାଡୀରତରତା ଦୁର୍ଗନାଡୀଶସଂସ୍ତୁତା ॥ 22 ॥

ଦୁର୍ଗନାଡୀଶ୍ଵରରତା ଦୁର୍ଗନାଡୀଶଚୁଂବିତା ।
ଦୁର୍ଗନାଡୀଶକ୍ରୋଡସ୍ଥା ଦୁର୍ଗନାଡ୍ୟତ୍ଥିତୋତ୍ସୁକା ॥ 23 ॥

ଦୁର୍ଗନାଡ୍ୟାରୋହଣା ଚ ଦୁର୍ଗନାଡୀନିଷେଵିତା ।
ଦରିସ୍ଥାନା ଦରିସ୍ଥାନଵାସିନୀ ଦନୁଜାଂତକୃତ୍ ॥ 24 ॥

ଦରୀକୃତତପସ୍ୟା ଚ ଦରୀକୃତହରାର୍ଚନା ।
ଦରୀଜାପିତଦିଷ୍ଟା ଚ ଦରୀକୃତରତିପ୍ରିୟା ॥ 25 ॥

ଦରୀକୃତହରାର୍ହା ଚ ଦରୀକ୍ରୀଡିତପୁତ୍ରିକା ।
ଦରୀସଂଦର୍ଶନରତା ଦରୀରୋପିତଵୃଶ୍ଚିକା ॥ 26 ॥

ଦରୀଗୁପ୍ତିକୌତୁକାଢ୍ୟା ଦରୀଭ୍ରମଣତତ୍ପରା ।
ଦନୁଜାଂତକରୀ ଦୀନା ଦନୁସଂତାନଦାରିଣୀ ॥ 27 ॥

ଦନୁଜଧ୍ଵଂସିନୀ ଦୂନା ଦନୁଜେଂଦ୍ରଵିନାଶିନୀ ।
ଦାନଵଧ୍ଵଂସିନୀ ଦେଵୀ ଦାନଵାନାଂ ଭୟଂକରୀ ॥ 28 ॥

ଦାନଵୀ ଦାନଵାରାଧ୍ୟା ଦାନଵେଂଦ୍ରଵରପ୍ରଦା ।
ଦାନଵେଂଦ୍ରନିହଂତ୍ରୀ ଚ ଦାନଵଦ୍ଵେଷିଣୀସତୀ ॥ 29 ॥

ଦାନଵାରିପ୍ରେମରତା ଦାନଵାରିପ୍ରପୂଜିତା ।
ଦାନଵାରିକୃତାର୍ଚା ଚ ଦାନଵାରିଵିଭୂତିଦା ॥ 30 ॥

ଦାନଵାରିମହାନଂଦା ଦାନଵାରିରତିପ୍ରିୟା ।
ଦାନଵାରିଦାନରତା ଦାନଵାରିକୃତାସ୍ପଦା ॥ 31 ॥

ଦାନଵାରିସ୍ତୁତିରତା ଦାନଵାରିସ୍ମୃତିପ୍ରିୟା ।
ଦାନଵାର୍ୟାହାରରତା ଦାନଵାରିପ୍ରବୋଧିନୀ ॥ 32 ॥

ଦାନଵାରିଧୃତପ୍ରେମା ଦୁଃଖଶୋକଵିମୋଚନୀ ।
ଦୁଃଖହଂତ୍ରୀ ଦୁଃଖଦାତ୍ରୀ ଦୁଃଖନିର୍ମୂଲକାରିଣୀ ॥ 33 ॥

ଦୁଃଖନିର୍ମୂଲନକରୀ ଦୁଃଖଦାରିଦ୍ର୍ୟନାଶିନୀ । [ଦାର୍ୟରିନାଶିନୀ]
ଦୁଃଖହରା ଦୁଃଖନାଶା ଦୁଃଖଗ୍ରାମା ଦୁରାସଦା ॥ 34 ॥

ଦୁଃଖହୀନା ଦୁଃଖଦୂରା ଦ୍ରଵିଣାଚାରଦାୟିନୀ ।
ଦ୍ରଵିଣୋତ୍ସର୍ଗସଂତୁଷ୍ଟା ଦ୍ରଵିଣତ୍ୟାଗତୋଷିତା ॥ 35 ॥

ଦ୍ରଵିଣସ୍ପର୍ଶସଂତୁଷ୍ଟା ଦ୍ରଵିଣସ୍ପର୍ଶମାନଦା ।
ଦ୍ରଵିଣସ୍ପର୍ଶହର୍ଷାଢ୍ୟା ଦ୍ରଵିଣସ୍ପର୍ଶତୁଷ୍ଟିଦା ॥ 36 ॥

ଦ୍ରଵିଣସ୍ପର୍ଶନକରୀ ଦ୍ରଵିଣସ୍ପର୍ଶନାତୁରା ।
ଦ୍ରଵିଣସ୍ପର୍ଶନୋତ୍ସାହା ଦ୍ରଵିଣସ୍ପର୍ଶସାଧିତା ॥ 37 ॥

ଦ୍ରଵିଣସ୍ପର୍ଶନମତା ଦ୍ରଵିଣସ୍ପର୍ଶପୁତ୍ରିକା ।
ଦ୍ରଵିଣସ୍ପର୍ଶରକ୍ଷିଣୀ ଦ୍ରଵିଣସ୍ତୋମଦାୟିନୀ ॥ 38 ॥

ଦ୍ରଵିଣାକର୍ଷଣକରୀ ଦ୍ରଵିଣୌଘଵିସର୍ଜନୀ ।
ଦ୍ରଵିଣାଚଲଦାନାଢ୍ୟା ଦ୍ରଵିଣାଚଲଵାସିନୀ ॥ 39 ॥

ଦୀନମାତା ଦୀନବଂଧୁର୍ଦୀନଵିଘ୍ନଵିନାଶିନୀ ।
ଦୀନସେଵ୍ୟା ଦୀନସିଦ୍ଧା ଦୀନସାଧ୍ୟା ଦିଗଂବରୀ ॥ 40 ॥

ଦୀନଗେହକୃତାନଂଦା ଦୀନଗେହଵିଲାସିନୀ ।
ଦୀନଭାଵପ୍ରେମରତା ଦୀନଭାଵଵିନୋଦିନୀ ॥ 41 ॥

ଦୀନମାନଵଚେତଃସ୍ଥା ଦୀନମାନଵହର୍ଷଦା ।
ଦୀନଦୈନ୍ୟଵିଘାତେଚ୍ଛୁର୍ଦୀନଦ୍ରଵିଣଦାୟିନୀ ॥ 42 ॥

ଦୀନସାଧନସଂତୁଷ୍ଟା ଦୀନଦର୍ଶନଦାୟିନୀ ।
ଦୀନପୁତ୍ରାଦିଦାତ୍ରୀ ଚ ଦୀନସମ୍ୟଗ୍ଵିଧାୟିନୀ ॥ 43 ॥

ଦତ୍ତାତ୍ରେୟଧ୍ୟାନରତା ଦତ୍ତାତ୍ରେୟପ୍ରପୂଜିତା ।
ଦତ୍ତାତ୍ରେୟର୍ଷିସଂସିଦ୍ଧା ଦତ୍ତାତ୍ରେୟଵିଭାଵିତା ॥ 44 ॥

ଦତ୍ତାତ୍ରେୟକୃତାର୍ହା ଚ ଦତ୍ତାତ୍ରେୟପ୍ରସାଦିତା ।
ଦତ୍ତାତ୍ରେୟହର୍ଷଦାତ୍ରୀ ଦତ୍ତାତ୍ରେୟସୁଖପ୍ରଦା ॥ 45 ॥

ଦତ୍ତାତ୍ରେୟସ୍ତୁତା ଚୈଵ ଦତ୍ତାତ୍ରେୟନୁତାସଦା ।
ଦତ୍ତାତ୍ରେୟପ୍ରେମରତା ଦତ୍ତାତ୍ରେୟାନୁମାନିତା ॥ 46 ॥

ଦତ୍ତାତ୍ରେୟସମୁଦ୍ଗୀତା ଦତ୍ତାତ୍ରେୟକୁଟୁଂବିନୀ ।
ଦତ୍ତାତ୍ରେୟପ୍ରାଣତୁଲ୍ୟା ଦତ୍ତାତ୍ରେୟଶରୀରିଣୀ ॥ 47 ॥

ଦତ୍ତାତ୍ରେୟକୃତାନଂଦା ଦତ୍ତାତ୍ରେୟାଂଶସଂଭଵା ।
ଦତ୍ତାତ୍ରେୟଵିଭୂତିସ୍ଥା ଦତ୍ତାତ୍ରେୟାନୁସାରିଣୀ ॥ 48 ॥

ଦତ୍ତାତ୍ରେୟଗୀତିରତା ଦତ୍ତାତ୍ରେୟଧନପ୍ରଦା ।
ଦତ୍ତାତ୍ରେୟଦୁଃଖହରା ଦତ୍ତାତ୍ରେୟଵରପ୍ରଦା ॥ 49 ॥

ଦତ୍ତାତ୍ରେୟଜ୍ଞାନଦାତ୍ରୀ ଦତ୍ତାତ୍ରେୟଭୟାପହା ।
ଦେଵକନ୍ୟା ଦେଵମାନ୍ୟା ଦେଵଦୁଃଖଵିନାଶିନୀ ॥ 50 ॥

ଦେଵସିଦ୍ଧା ଦେଵପୂଜ୍ୟା ଦେଵେଜ୍ୟା ଦେଵଵଂଦିତା ।
ଦେଵମାନ୍ୟା ଦେଵଧନ୍ୟା ଦେଵଵିଘ୍ନଵିନାଶିନୀ ॥ 51 ॥

ଦେଵରମ୍ୟା ଦେଵରତା ଦେଵକୌତୁକତତ୍ପରା ।
ଦେଵକ୍ରୀଡା ଦେଵଵ୍ରୀଡା ଦେଵଵୈରିଵିନାଶିନୀ ॥ 52 ॥

ଦେଵକାମା ଦେଵରାମା ଦେଵଦ୍ଵିଷଵିନାଶିନୀ ।
ଦେଵଦେଵପ୍ରିୟା ଦେଵୀ ଦେଵଦାନଵଵଂଦିତା ॥ 53 ॥

ଦେଵଦେଵରତାନଂଦା ଦେଵଦେଵଵରୋତ୍ସୁକା ।
ଦେଵଦେଵପ୍ରେମରତା ଦେଵଦେଵପ୍ରିୟଂଵଦା ॥ 54 ॥

ଦେଵଦେଵପ୍ରାଣତୁଲ୍ୟା ଦେଵଦେଵନିତଂବିନୀ ।
ଦେଵଦେଵହୃତମନା ଦେଵଦେଵସୁଖାଵହା ॥ 55 ॥

ଦେଵଦେଵକ୍ରୋଡରତା ଦେଵଦେଵସୁଖପ୍ରଦା ।
ଦେଵଦେଵମହାନଂଦା ଦେଵଦେଵପ୍ରଚୁଂବିତା ॥ 56 ॥

ଦେଵଦେଵୋପଭୁକ୍ତା ଚ ଦେଵଦେଵାନୁସେଵିତା ।
ଦେଵଦେଵଗତପ୍ରାଣା ଦେଵଦେଵଗତାତ୍ମିକା ॥ 57 ॥

ଦେଵଦେଵହର୍ଷଦାତ୍ରୀ ଦେଵଦେଵସୁଖପ୍ରଦା ।
ଦେଵଦେଵମହାନଂଦା ଦେଵଦେଵଵିଲାସିନୀ ॥ 58 ॥

ଦେଵଦେଵଧର୍ମପତ୍ନୀ ଦେଵଦେଵମନୋଗତା ।
ଦେଵଦେଵଵଧୂର୍ଦେଵୀ ଦେଵଦେଵାର୍ଚନପ୍ରିୟା ॥ 59 ॥

ଦେଵଦେଵାଂଗନିଲୟା ଦେଵଦେଵାଂଗଶାୟିନୀ ।
ଦେଵଦେଵାଂଗସୁଖିନୀ ଦେଵଦେଵାଂଗଵାସିନୀ ॥ 60 ॥

ଦେଵଦେଵାଂଗଭୂଷା ଚ ଦେଵଦେଵାଂଗଭୂଷଣା ।
ଦେଵଦେଵପ୍ରିୟକରୀ ଦେଵଦେଵାପ୍ରିୟାଂତକୃତ୍ ॥ 61 ॥

ଦେଵଦେଵପ୍ରିୟପ୍ରାଣା ଦେଵଦେଵପ୍ରିୟାତ୍ମିକା ।
ଦେଵଦେଵାର୍ଚକପ୍ରାଣା ଦେଵଦେଵାର୍ଚକପ୍ରିୟା ॥ 62 ॥

ଦେଵଦେଵାର୍ଚକୋତ୍ସାହା ଦେଵଦେଵାର୍ଚକାଶ୍ରୟା ।
ଦେଵଦେଵାର୍ଚକାଵିଘ୍ନା ଦେଵଦେଵପ୍ରସୂରପି ॥ 63 ॥

ଦେଵଦେଵସ୍ୟ ଜନନୀ ଦେଵଦେଵଵିଧାୟିନୀ ।
ଦେଵଦେଵସ୍ୟ ରମଣୀ ଦେଵଦେଵହୃଦାଶ୍ରୟା ॥ 64 ॥

ଦେଵଦେଵେଷ୍ଟଦେଵୀ ଚ ଦେଵତାପଵିପାତିନୀ । [ତାପସପାଲିନୀ]
ଦେଵତାଭାଵସଂତୁଷ୍ଟା ଦେଵତାଭାଵତୋଷିତା ॥ 65 ॥

ଦେଵତାଭାଵଵରଦା ଦେଵତାଭାଵସିଦ୍ଧିଦା ।
ଦେଵତାଭାଵସଂସିଦ୍ଧା ଦେଵତାଭାଵସଂଭଵା ॥ 66 ॥

ଦେଵତାଭାଵସୁଖିନୀ ଦେଵତାଭାଵଵଂଦିତା ।
ଦେଵତାଭାଵସୁପ୍ରୀତା ଦେଵତାଭାଵହର୍ଷଦା ॥ 67 ॥

ଦେଵତାଵିଘ୍ନହଂତ୍ରୀ ଚ ଦେଵତାଦ୍ଵିଷନାଶିନୀ ।
ଦେଵତାପୂଜିତପଦା ଦେଵତାପ୍ରେମତୋଷିତା ॥ 68 ॥

ଦେଵତାଗାରନିଲୟା ଦେଵତାସୌଖ୍ୟଦାୟିନୀ ।
ଦେଵତାନିଜଭାଵା ଚ ଦେଵତାହୃତମାନସା ॥ 69 ॥

ଦେଵତାକୃତପାଦାର୍ଚା ଦେଵତାହୃତଭକ୍ତିକା ।
ଦେଵତାଗର୍ଵମଧ୍ୟସ୍ଥା ଦେଵତାଦେଵତାତନୁଃ ॥ 70 ॥

ଦୁଂ‍ଦୁର୍ଗାୟୈ ନମୋ ନାମ୍ନୀ ଦୁଂ‍ଷଣ୍ମଂତ୍ରସ୍ଵରୂପିଣୀ ।
ଦୂଂନମୋମଂତ୍ରରୂପା ଚ ଦୂଂନମୋମୂର୍ତିକାତ୍ମିକା ॥ 71 ॥

ଦୂରଦର୍ଶିପ୍ରିୟା ଦୁଷ୍ଟା ଦୁଷ୍ଟଭୂତନିଷେଵିତା ।
ଦୂରଦର୍ଶିପ୍ରେମରତା ଦୂରଦର୍ଶିପ୍ରିୟଂଵଦା ॥ 72 ॥

ଦୂରଦର୍ଶିସିଦ୍ଧିଦାତ୍ରୀ ଦୂରଦର୍ଶିପ୍ରତୋଷିତା ।
ଦୂରଦର୍ଶିକଂଠସଂସ୍ଥା ଦୂରଦର୍ଶିପ୍ରହର୍ଷିତା ॥ 73 ॥

ଦୂରଦର୍ଶିଗୃହୀତାର୍ଚା ଦୂରଦର୍ଶିପ୍ରତର୍ପିତା ।
ଦୂରଦର୍ଶିପ୍ରାଣତୁଲ୍ୟା ଦୂରଦର୍ଶିସୁଖପ୍ରଦା ॥ 74 ॥

ଦୂରଦର୍ଶିଭ୍ରାଂତିହରା ଦୂରଦର୍ଶିହୃଦାସ୍ପଦା ।
ଦୂରଦର୍ଶ୍ୟରିଵିଦ୍ଭାଵା ଦୀର୍ଘଦର୍ଶିପ୍ରମୋଦିନୀ ॥ 75 ॥

ଦୀର୍ଘଦର୍ଶିପ୍ରାଣତୁଲ୍ୟା ଦୀର୍ଘଦର୍ଶିଵରପ୍ରଦା ।
ଦୀର୍ଘଦର୍ଶିହର୍ଷଦାତ୍ରୀ ଦୀର୍ଘଦର୍ଶିପ୍ରହର୍ଷିତା ॥ 76 ॥

ଦୀର୍ଘଦର୍ଶିମହାନଂଦା ଦୀର୍ଘଦର୍ଶିଗୃହାଲୟା ।
ଦୀର୍ଘଦର୍ଶିଗୃହୀତାର୍ଚା ଦୀର୍ଘଦର୍ଶିହୃତାର୍ହଣା ॥ 77 ॥

ଦୟା ଦାନଵତୀ ଦାତ୍ରୀ ଦୟାଲୁର୍ଦୀନଵତ୍ସଲା ।
ଦୟାର୍ଦ୍ରା ଚ ଦୟାଶୀଲା ଦୟାଢ୍ୟା ଚ ଦୟାତ୍ମିକା ॥ 78 ॥

ଦୟାଂବୁଧିର୍ଦୟାସାରା ଦୟାସାଗରପାରଗା ।
ଦୟାସିଂଧୁର୍ଦୟାଭାରା ଦୟାଵତ୍କରୁଣାକରୀ ॥ 80 ॥

ଦୟାଵଦ୍ଵତ୍ସଲାଦେଵୀ ଦୟାଦାନରତାସଦା ।
ଦୟାଵଦ୍ଭକ୍ତିସୁଖିନୀ ଦୟାଵତ୍ପରିତୋଷିତା ॥ 81 ॥

ଦୟାଵତ୍ସ୍ନେହନିରତା ଦୟାଵତ୍ପ୍ରତିପାଦିକା ।
ଦୟାଵତ୍ପ୍ରାଣକର୍ତ୍ରୀ ଚ ଦୟାଵନ୍ମୁକ୍ତିଦାୟିନୀ ॥ 82 ॥

ଦୟାଵଦ୍ଭାଵସଂତୁଷ୍ଟା ଦୟାଵତ୍ପରିତୋଷିତା ।
ଦୟାଵତ୍ତାରଣପରା ଦୟାଵତ୍ସିଦ୍ଧିଦାୟିନୀ ॥ 83 ॥

ଦୟାଵତ୍ପୁତ୍ରଵଦ୍ଭାଵା ଦୟାଵତ୍ପୁତ୍ରରୂପିଣୀ ।
ଦୟାଵଦ୍ଦେହନିଲୟା ଦୟାବଂଧୁର୍ଦୟାଶ୍ରୟା ॥ 84 ॥

ଦୟାଳୁଵାତ୍ସଲ୍ୟକରୀ ଦୟାଳୁସିଦ୍ଧିଦାୟିନୀ ।
ଦୟାଳୁଶରଣାସକ୍ତା ଦୟାଳୁର୍ଦେହମଂଦିରା ॥ 85 ॥

ଦୟାଳୁଭକ୍ତିଭାଵସ୍ଥା ଦୟାଳୁପ୍ରାଣରୂପିଣୀ ।
ଦୟାଳୁସୁଖଦା ଦଂଭା ଦୟାଳୁପ୍ରେମଵର୍ଷିଣୀ ॥ 86 ॥

ଦୟାଳୁଵଶଗା ଦୀର୍ଘା ଦୀର୍ଘାଂଗୀ ଦୀର୍ଘଲୋଚନା ।
ଦୀର୍ଘନେତ୍ରା ଦୀର୍ଘଚକ୍ଷୁର୍ଦୀର୍ଘବାହୁଲତାତ୍ମିକା ॥ 87 ॥

ଦୀର୍ଘକେଶୀ ଦୀର୍ଘମୁଖୀ ଦୀର୍ଘଘୋଣା ଚ ଦାରୁଣା ।
ଦାରୁଣାସୁରହଂତ୍ରୀ ଚ ଦାରୁଣାସୁରଦାରିଣୀ ॥ 88 ॥

ଦାରୁଣାହଵକର୍ତ୍ରୀ ଚ ଦାରୁଣାହଵହର୍ଷିତା ।
ଦାରୁଣାହଵହୋମାଢ୍ୟା ଦାରୁଣାଚଲନାଶିନୀ ॥ 89 ॥

ଦାରୁଣାଚାରନିରତା ଦାରୁଣୋତ୍ସଵହର୍ଷିତା ।
ଦାରୁଣୋଦ୍ୟତରୂପା ଚ ଦାରୁଣାରିନିଵାରିଣୀ ॥ 90 ॥

ଦାରୁଣେକ୍ଷଣସଂୟୁକ୍ତା ଦୋଶ୍ଚତୁଷ୍କଵିରାଜିତା ।
ଦଶଦୋଷ୍କା ଦଶଭୁଜା ଦଶବାହୁଵିରାଜିତା ॥ 91 ॥

ଦଶାସ୍ତ୍ରଧାରିଣୀ ଦେଵୀ ଦଶଦିକ୍ଖ୍ୟାତଵିକ୍ରମା ।
ଦଶରଥାର୍ଚିତପଦା ଦାଶରଥିପ୍ରିୟା ସଦା ॥ 92 ॥

ଦାଶରଥିପ୍ରେମତୁଷ୍ଟା ଦାଶରଥିରତିପ୍ରିୟା ।
ଦାଶରଥିପ୍ରିୟକରୀ ଦାଶରଥିପ୍ରିୟଂଵଦା ॥ 93 ॥

ଦାଶରଥୀଷ୍ଟସଂଦାତ୍ରୀ ଦାଶରଥୀଷ୍ଟଦେଵତା ।
ଦାଶରଥିଦ୍ଵେଷିନାଶା ଦାଶରଥ୍ୟାନୁକୂଲ୍ୟଦା ॥ 94 ॥

ଦାଶରଥିପ୍ରିୟତମା ଦାଶରଥିପ୍ରପୂଜିତା ।
ଦଶାନନାରିସଂପୂଜ୍ୟା ଦଶାନନାରିଦେଵତା ॥ 95 ॥

ଦଶାନନାରିପ୍ରମଦା ଦଶାନନାରିଜନ୍ମଭୂଃ ।
ଦଶାନନାରିରତିଦା ଦଶାନନାରିସେଵିତା ॥ 96 ॥

ଦଶାନନାରିସୁଖଦା ଦଶାନନାରିଵୈରିହୃତ୍ ।
ଦଶାନନାରୀଷ୍ଟଦେଵୀ ଦଶଗ୍ରୀଵାରିଵଂଦିତା ॥ 97 ॥

ଦଶଗ୍ରୀଵାରିଜନନୀ ଦଶଗ୍ରୀଵାରିଭାଵିନୀ ।
ଦଶଗ୍ରୀଵାରିସହିତା ଦଶଗ୍ରୀଵସଭାଜିତା ॥ 98 ॥

ଦଶଗ୍ରୀଵାରିରମଣୀ ଦଶଗ୍ରୀଵଵଧୂରପି ।
ଦଶଗ୍ରୀଵନାଶକର୍ତ୍ରୀ ଦଶଗ୍ରୀଵଵରପ୍ରଦା ॥ 99 ॥

ଦଶଗ୍ରୀଵପୁରସ୍ଥା ଚ ଦଶଗ୍ରୀଵଵଧୋତ୍ସୁକା ।
ଦଶଗ୍ରୀଵପ୍ରୀତିଦାତ୍ରୀ ଦଶଗ୍ରୀଵଵିନାଶିନୀ ॥ 100 ॥

ଦଶଗ୍ରୀଵାହଵକରୀ ଦଶଗ୍ରୀଵାନପାୟିନୀ ।
ଦଶଗ୍ରୀଵପ୍ରିୟାଵଂଦ୍ୟା ଦଶଗ୍ରୀଵାହୃତା ତଥା ॥ 101 ॥

ଦଶଗ୍ରୀଵାହିତକରୀ ଦଶଗ୍ରୀଵେଶ୍ଵରପ୍ରିୟା ।
ଦଶଗ୍ରୀଵେଶ୍ଵରପ୍ରାଣା ଦଶଗ୍ରୀଵଵରପ୍ରଦା ॥ 102 ॥

ଦଶଗ୍ରୀଵେଶ୍ଵରରତା ଦଶଵର୍ଷୀୟକନ୍ୟକା ।
ଦଶଵର୍ଷୀୟବାଲା ଚ ଦଶଵର୍ଷୀୟଵାସିନୀ ॥ 103 ॥

ଦଶପାପହରା ଦମ୍ୟା ଦଶହସ୍ତଵିଭୂଷିତା ।
ଦଶଶସ୍ତ୍ରଲସଦ୍ଦୋଷ୍କା ଦଶଦିକ୍ପାଲଵଂଦିତା ॥ 104 ॥

ଦଶାଵତାରରୂପା ଚ ଦଶାଵତାରରୂପିଣୀ ।
ଦଶଵିଦ୍ୟାଭିନ୍ନଦେଵୀ ଦଶପ୍ରାଣସ୍ଵରୂପିଣୀ ॥ 105 ॥

ଦଶଵିଦ୍ୟାସ୍ଵରୂପା ଚ ଦଶଵିଦ୍ୟାମୟୀ ତଥା ।
ଦୃକ୍ସ୍ଵରୂପା ଦୃକ୍ପ୍ରଦାତ୍ରୀ ଦୃଗ୍ରୂପା ଦୃକ୍ପ୍ରକାଶିନୀ ॥ 106 ॥

ଦିଗଂତରା ଦିଗଂତସ୍ଥା ଦିଗଂବରଵିଲାସିନୀ ।
ଦିଗଂବରସମାଜସ୍ଥା ଦିଗଂବରପ୍ରପୂଜିତା ॥ 107 ॥

ଦିଗଂବରସହଚରୀ ଦିଗଂବରକୃତାସ୍ପଦା ।
ଦିଗଂବରହୃତାଚିତ୍ତା ଦିଗଂବରକଥାପ୍ରିୟା ॥ 108 ॥

ଦିଗଂବରଗୁଣରତା ଦିଗଂବରସ୍ଵରୂପିଣୀ ।
ଦିଗଂବରଶିରୋଧାର୍ୟା ଦିଗଂବରହୃତାଶ୍ରୟା ॥ 109 ॥

ଦିଗଂବରପ୍ରେମରତା ଦିଗଂବରରତାତୁରା ।
ଦିଗଂବରୀସ୍ଵରୂପା ଚ ଦିଗଂବରୀଗଣାର୍ଚିତା ॥ 110 ॥

ଦିଗଂବରୀଗଣପ୍ରାଣା ଦିଗଂବରୀଗଣପ୍ରିୟା ।
ଦିଗଂବରୀଗଣାରାଧ୍ୟା ଦିଗଂବରଗଣେଶ୍ଵରା ॥ 111 ॥

ଦିଗଂବରଗଣସ୍ପର୍ଶାମଦିରାପାନଵିହ୍ଵଲା ।
ଦିଗଂବରୀକୋଟିଵୃତା ଦିଗଂବରୀଗଣାଵୃତା ॥ 112 ॥

ଦୁରଂତା ଦୁଷ୍କୃତିହରା ଦୁର୍ଧ୍ୟେୟା ଦୁରତିକ୍ରମା ।
ଦୁରଂତଦାନଵଦ୍ଵେଷ୍ଟୀ ଦୁରଂତଦନୁଜାଂତକୃତ୍ ॥ 113 ॥

ଦୁରଂତପାପହଂତ୍ରୀ ଚ ଦସ୍ରନିସ୍ତାରକାରିଣୀ ।
ଦସ୍ରମାନସସଂସ୍ଥାନା ଦସ୍ରଜ୍ଞାନଵିଵର୍ଧିନୀ ॥ 114 ॥

ଦସ୍ରସଂଭୋଗଜନନୀ ଦସ୍ରସଂଭୋଗଦାୟିନୀ ।
ଦସ୍ରସଂଭୋଗଭଵନା ଦସ୍ରଵିଦ୍ୟାଵିଧାୟିନୀ ॥ 115 ॥

ଦସ୍ରୋଦ୍ଵେଗହରା ଦସ୍ରଜନନୀ ଦସ୍ରସୁଂଦରୀ ।
ଦସ୍ରଭକ୍ତିଵିଧାଜ୍ଞାନା ଦସ୍ରଦ୍ଵିଷଵିନାଶିନୀ ॥ 116 ॥

ଦସ୍ରାପକାରଦମନୀ ଦସ୍ରସିଦ୍ଧିଵିଧାୟିନୀ ।
ଦସ୍ରତାରାରାଧିତା ଚ ଦସ୍ରମାତୃପ୍ରପୂଜିତା ॥ 117 ॥

ଦସ୍ରଦୈନ୍ୟହରା ଚୈଵ ଦସ୍ରତାତନିଷେଵିତା ।
ଦସ୍ରପିତୃଶତଜ୍ୟୋତିର୍ଦସ୍ରକୌଶଲଦାୟିନୀ ॥ 118 ॥

ଦଶଶୀର୍ଷାରିସହିତା ଦଶଶୀର୍ଷାରିକାମିନୀ ।
ଦଶଶୀର୍ଷପୁରୀ ଦେଵୀ ଦଶଶୀର୍ଷସଭାଜିତା ॥ 119 ॥

ଦଶଶୀର୍ଷାରିସୁପ୍ରୀତା ଦଶଶୀର୍ଷଵଧୂପ୍ରିୟା ।
ଦଶଶୀର୍ଷଶିରଶ୍ଛେତ୍ରୀ ଦଶଶୀର୍ଷନିତଂବିନୀ ॥ 120 ॥

ଦଶଶୀର୍ଷହରପ୍ରାଣା ଦଶଶୀର୍ଷହରାତ୍ମିକା ।
ଦଶଶୀର୍ଷହରାରାଧ୍ୟା ଦଶଶୀର୍ଷାରିଵଂଦିତା ॥ 121 ॥

ଦଶଶୀର୍ଷାରିସୁଖଦା ଦଶଶୀର୍ଷକପାଲିନୀ ।
ଦଶଶୀର୍ଷଜ୍ଞାନଦାତ୍ରୀ ଦଶଶୀର୍ଷାରିଦେହିନୀ ॥ 122 ॥

ଦଶଶୀର୍ଷଵଧୋପାତ୍ତଶ୍ରୀରାମଚଂଦ୍ରରୂପତା ।
ଦଶଶୀର୍ଷରାଷ୍ଟ୍ରଦେଵୀ ଦଶଶୀର୍ଷାରିସାରିଣୀ ॥ 123 ॥

ଦଶଶୀର୍ଷଭ୍ରାତୃତୁଷ୍ଟା ଦଶଶୀର୍ଷଵଧୂପ୍ରିୟା ।
ଦଶଶୀର୍ଷଵଧୂପ୍ରାଣା ଦଶଶୀର୍ଷଵଧୂରତା ॥ 124 ॥

ଦୈତ୍ୟଗୁରୁରତା ସାଧ୍ଵୀ ଦୈତ୍ୟଗୁରୁପ୍ରପୂଜିତା ।
ଦୈତ୍ୟଗୁରୂପଦେଷ୍ଟ୍ରୀ ଚ ଦୈତ୍ୟଗୁରୁନିଷେଵିତା ॥ 125 ॥

ଦୈତ୍ୟଗୁରୁଗତପ୍ରାଣା ଦୈତ୍ୟଗୁରୁତାପନାଶିନୀ ।
ଦୁରଂତଦୁଃଖଶମନୀ ଦୁରଂତଦମନୀତମୀ ॥ 126 ॥

ଦୁରଂତଶୋକଶମନୀ ଦୁରଂତରୋଗନାଶିନୀ ।
ଦୁରଂତଵୈରିଦମନୀ ଦୁରଂତଦୈତ୍ୟନାଶିନୀ ॥ 127 ॥

ଦୁରଂତକଲୁଷଘ୍ନୀ ଚ ଦୁଷ୍କୃତିସ୍ତୋମନାଶିନୀ ।
ଦୁରାଶୟା ଦୁରାଧାରା ଦୁର୍ଜୟା ଦୁଷ୍ଟକାମିନୀ ॥ 128 ॥

ଦର୍ଶନୀୟା ଚ ଦୃଶ୍ୟା ଚ ଦୃଷ୍ଟ୍ଵା ଚ ଦୃଷ୍ଟିଗୋଚରା ।
ଦୂତୀୟାଗପ୍ରିୟା ଦୂତୀ ଦୂତୀୟାଗକରପ୍ରିୟା ॥ 129 ॥

ଦୂତୀୟାଗକରାନଂଦା ଦୂତୀୟାଗସୁଖପ୍ରଦା ।
ଦୂତୀୟାଗକରାୟାତା ଦୂତୀୟାଗପ୍ରମୋଦିନୀ ॥ 130 ॥

ଦୁର୍ଵାସଃପୂଜିତା ଚୈଵ ଦୁର୍ଵାସୋମୁନିଭାଵିତା ।
ଦୁର୍ଵାସୋଽର୍ଚିତପାଦା ଚ ଦୁର୍ଵାସୋମୁନିଭାଵିତା ॥ 131 ॥

ଦୁର୍ଵାସୋମୁନିଵଂଦ୍ୟା ଚ ଦୁର୍ଵାସୋମୁନିଦେଵତା ।
ଦୁର୍ଵାସୋମୁନିମାତା ଚ ଦୁର୍ଵାସୋମୁନିସିଦ୍ଧିଦା ॥ 132 ॥

ଦୁର୍ଵାସୋମୁନିଭାଵସ୍ଥା ଦୁର୍ଵାସୋମୁନିସେଵିତା ।
ଦୁର୍ଵାସୋମୁନିଚିତ୍ତସ୍ଥା ଦୁର୍ଵାସୋମୁନିମଂଡିତା ॥ 133 ॥

ଦୁର୍ଵାସୋମୁନିସଂଚାରା ଦୁର୍ଵାସୋହୃଦୟଂଗମା ।
ଦୁର୍ଵାସୋହୃଦୟାରାଧ୍ୟା ଦୁର୍ଵାସୋହୃତ୍ସରୋଜଗା ॥ 134 ॥

ଦୁର୍ଵାସସ୍ତାପସାରାଧ୍ୟା ଦୁର୍ଵାସସ୍ତାପସାଶ୍ରୟା ।
ଦୁର୍ଵାସସ୍ତାପସରତା ଦୁର୍ଵାସସ୍ତାପସେଶ୍ଵରୀ ॥ 135 ॥

ଦୁର୍ଵାସୋମୁନିକନ୍ୟା ଚ ଦୁର୍ଵାସୋଽଦ୍ଭୁତସିଦ୍ଧିଦା ।
ଦରରାତ୍ରୀ ଦରହରା ଦରୟୁକ୍ତା ଦରାପହା ॥ 136 ॥

ଦରଘ୍ନୀ ଦରହଂତ୍ରୀ ଚ ଦରୟୁକ୍ତା ଦରାଶ୍ରୟା ।
ଦରସ୍ମେରା ଦରାପାଂଗୀ ଦୟାଦାତ୍ରୀ ଦୟାଶ୍ରୟା ।
ଦସ୍ରପୂଜ୍ୟା ଦସ୍ରମାତା ଦସ୍ରଦେଵୀ ଦରୋନ୍ମଦା ॥ 137 ॥

ଦସ୍ରସିଦ୍ଧା ଦସ୍ରସଂସ୍ଥା ଦସ୍ରତାପଵିମୋଚନୀ ।
ଦସ୍ରକ୍ଷୋଭହରା ନିତ୍ୟା ଦସ୍ରଲୋକଗତାତ୍ମିକା ॥ 138 ॥

ଦୈତ୍ୟଗୁର୍ଵଂଗନାଵଂଦ୍ୟା ଦୈତ୍ୟଗୁର୍ଵଂଗନାପ୍ରିୟା ।
ଦୈତ୍ୟଗୁର୍ଵଂଗନାସିଦ୍ଧା ଦୈତ୍ୟଗୁର୍ଵଂଗନୋତ୍ସୁକା ॥ 139 ॥

ଦୈତ୍ୟଗୁରୁପ୍ରିୟତମା ଦେଵଗୁରୁନିଷେଵିତା ।
ଦେଵଗୁରୁପ୍ରସୂରୂପା ଦେଵଗୁରୁକୃତାର୍ହଣା ॥ 140 ॥

ଦେଵଗୁରୁପ୍ରେମୟୁତା ଦେଵଗୁର୍ଵନୁମାନିତା ।
ଦେଵଗୁରୁପ୍ରଭାଵଜ୍ଞା ଦେଵଗୁରୁସୁଖପ୍ରଦା ॥ 141 ॥

ଦେଵଗୁରୁଜ୍ଞାନଦାତ୍ରୀ ଦେଵଗୁରୁପ୍ରମୋଦିନୀ ।
ଦୈତ୍ୟସ୍ତ୍ରୀଗଣସଂପୂଜ୍ୟା ଦୈତ୍ୟସ୍ତ୍ରୀଗଣପୂଜିତା ॥ 142 ॥

ଦୈତ୍ୟସ୍ତ୍ରୀଗଣରୂପା ଚ ଦୈତ୍ୟସ୍ତ୍ରୀଚିତ୍ତହାରିଣୀ ।
ଦେଵସ୍ତ୍ରୀଗଣପୂଜ୍ୟା ଚ ଦେଵସ୍ତ୍ରୀଗଣଵଂଦିତା ॥ 143 ॥

ଦେଵସ୍ତ୍ରୀଗଣଚିତ୍ତସ୍ଥା ଦେଵସ୍ତ୍ରୀଗଣଭୂଷିତା ।
ଦେଵସ୍ତ୍ରୀଗଣସଂସିଦ୍ଧା ଦେଵସ୍ତ୍ରୀଗଣତୋଷିତା ॥ 144 ॥

ଦେଵସ୍ତ୍ରୀଗଣହସ୍ତସ୍ଥଚାରୁଚାମରଵୀଜିତା ।
ଦେଵସ୍ତ୍ରୀଗଣହସ୍ତସ୍ଥଚାରୁଗଂଧଵିଲେପିତା ॥ 145 ॥

ଦେଵାଂଗନାଧୃତାଦର୍ଶଦୃଷ୍ଟ୍ୟର୍ଥମୁଖଚଂଦ୍ରମା ।
ଦେଵାଂଗନୋତ୍ସୃଷ୍ଟନାଗଵଲ୍ଲୀଦଳକୃତୋତ୍ସୁକା ॥ 146 ॥

ଦେଵସ୍ତ୍ରୀଗଣହସ୍ତସ୍ଥଧୂପାଘ୍ରାଣଵିନୋଦିନୀ ।
ଦେଵସ୍ତ୍ରୀଗଣହସ୍ତସ୍ଥଦୀପମାଲାଵିଲୋକନା ॥ 147 ॥

ଦେଵନାରୀକରଗତଵାସକାସଵପାୟିନୀ ।
ଦେଵନାରୀକଂକତିକାକୃତକେଶନିମାର୍ଜନା ॥ 148 ॥

ଦେଵନାରୀସେଵ୍ୟଗାତ୍ରା ଦେଵନାରୀକୃତୋତ୍ସୁକା ।
ଦେଵନାରୀଵିରଚିତପୁଷ୍ପମାଲାଵିରାଜିତା ॥ 149 ॥

ଦେଵନାରୀଵିଚିତ୍ରାଂଗୀ ଦେଵସ୍ତ୍ରୀଦତ୍ତଭୋଜନା ।
ଦେଵସ୍ତ୍ରୀଗଣଗୀତା ଚ ଦେଵସ୍ତ୍ରୀଗୀତସୋତ୍ସୁକା ॥ 150 ॥

ଦେଵସ୍ତ୍ରୀନୃତ୍ୟସୁଖିନୀ ଦେଵସ୍ତ୍ରୀନୃତ୍ୟଦର୍ଶିନୀ ।
ଦେଵସ୍ତ୍ରୀୟୋଜିତଲସଦ୍ରତ୍ନପାଦପଦାଂବୁଜା ॥ 151 ॥

ଦେଵସ୍ତ୍ରୀଗଣଵିସ୍ତୀର୍ଣଚାରୁତଲ୍ପନିଷେଦୁଷୀ ।
ଦେଵନାରୀଚାରୁକରାକଲିତାଂଘ୍ର୍ୟାଦିଦେହିକା ॥ 152 ॥

ଦେଵନାରୀକରଵ୍ୟଗ୍ରତାଲଵୃଂତମରୁତ୍ସକା ।
ଦେଵନାରୀଵେଣୁଵୀଣାନାଦସୋତ୍କଂଠମାନସା ॥ 153 ॥

ଦେଵକୋଟିସ୍ତୁତିନୁତା ଦେଵକୋଟିକୃତାର୍ହଣା ।
ଦେଵକୋଟିଗୀତଗୁଣା ଦେଵକୋଟିକୃତସ୍ତୁତିଃ ॥ 154 ॥

ଦଂତଦାଷ୍ଟ୍ୟୋଦ୍ଵେଗଫଲା ଦେଵକୋଲାହଲାକୁଲା ।
ଦ୍ଵେଷରାଗପରିତ୍ୟକ୍ତା ଦ୍ଵେଷରାଗଵିଵର୍ଜିତା ॥ 155 ॥

ଦାମପୂଜ୍ୟା ଦାମଭୂଷା ଦାମୋଦରଵିଲାସିନୀ ।
ଦାମୋଦରପ୍ରେମରତା ଦାମୋଦରଭଗିନ୍ୟପି ॥ 156 ॥

ଦାମୋଦରପ୍ରସୂର୍ଦାମୋଦରପତ୍ନୀପତିଵ୍ରତା ।
ଦାମୋଦରାଽଭିନ୍ନଦେହା ଦାମୋଦରରତିପ୍ରିୟା ॥ 157 ॥

ଦାମୋଦରାଭିନ୍ନତନୁର୍ଦାମୋଦରକୃତାସ୍ପଦା ।
ଦାମୋଦରକୃତପ୍ରାଣା ଦାମୋଦରଗତାତ୍ମିକା ॥ 158 ॥

ଦାମୋଦରକୌତୁକାଢ୍ୟା ଦାମୋଦରକଲାକଲା ।
ଦାମୋଦରାଲିଂଗିତାଂଗୀ ଦାମୋଦରକୁତୂହଲା ॥ 159 ॥

ଦାମୋଦରକୃତାହ୍ଲାଦା ଦାମୋଦରସୁଚୁଂବିତା ।
ଦାମୋଦରସୁତାକୃଷ୍ଟା ଦାମୋଦରସୁଖପ୍ରଦା ॥ 160 ॥

ଦାମୋଦରସହାଢ୍ୟା ଚ ଦାମୋଦରସହାୟିନୀ ।
ଦାମୋଦରଗୁଣଜ୍ଞା ଚ ଦାମୋଦରଵରପ୍ରଦା ॥ 161 ॥

ଦାମୋଦରାନୁକୂଲା ଚ ଦାମୋଦରନିତଂବିନୀ ।
ଦାମୋଦରଜଲକ୍ରୀଡାକୁଶଲା ଦର୍ଶନପ୍ରିୟା ॥ 162 ॥

ଦାମୋଦରଜଲକ୍ରୀଡାତ୍ୟକ୍ତସ୍ଵଜନସୌହୃଦା ।
ଦାମୋଦରଲସଦ୍ରାସକେଲିକୌତୁକିନୀ ତଥା ॥ 163 ॥

ଦାମୋଦରଭ୍ରାତୃକା ଚ ଦାମୋଦରପରାୟଣା ।
ଦାମୋଦରଧରା ଦାମୋଦରଵୈରିଵିନାଶିନୀ ॥ 164 ॥

ଦାମୋଦରୋପଜାୟା ଚ ଦାମୋଦରନିମଂତ୍ରିତା ।
ଦାମୋଦରପରାଭୂତା ଦାମୋଦରପରାଜିତା ॥ 165 ॥

ଦାମୋଦରସମାକ୍ରାଂତା ଦାମୋଦରହତାଶୁଭା ।
ଦାମୋଦରୋତ୍ସଵରତା ଦାମୋଦରୋତ୍ସଵାଵହା ॥ 166 ॥

ଦାମୋଦରସ୍ତନ୍ୟଦାତ୍ରୀ ଦାମୋଦରଗଵେଷିତା ।
ଦମୟଂତୀସିଦ୍ଧିଦାତ୍ରୀ ଦମୟଂତୀପ୍ରସାଦିତା ॥ 167 ॥

ଦମୟଂତୀଷ୍ଟଦେଵୀ ଚ ଦମୟଂତୀସ୍ଵରୂପିଣୀ ।
ଦମୟଂତୀକୃତାର୍ଚା ଚ ଦମନର୍ଷିଵିଭାଵିତା ॥ 168 ॥

ଦମନର୍ଷିପ୍ରାଣତୁଲ୍ୟା ଦମନର୍ଷିସ୍ଵରୂପିଣୀ ।
ଦମନର୍ଷିସ୍ଵରୂପା ଚ ଦଂଭପୂରିତଵିଗ୍ରହା ॥ 169 ॥

ଦଂଭହଂତ୍ରୀ ଦଂଭଧାତ୍ରୀ ଦଂଭଲୋକଵିମୋହିନୀ ।
ଦଂଭଶୀଲା ଦଂଭହରା ଦଂଭଵତ୍ପରିମର୍ଦିନୀ ॥ 170 ॥

ଦଂଭରୂପା ଦଂଭକରୀ ଦଂଭସଂତାନଧାରିଣୀ ।
ଦତ୍ତମୋକ୍ଷା ଦତ୍ତଧନା ଦତ୍ତାରୋଗ୍ୟା ଚ ଦାଂଭିକା ॥ 171 ॥

ଦତ୍ତପୁତ୍ରା ଦତ୍ତଦାରା ଦତ୍ତହାରା ଚ ଦାରିକା ।
ଦତ୍ତଭୋଗା ଦତ୍ତଶୋକା ଦତ୍ତହସ୍ତ୍ୟାଦିଵାହନା ॥ 172 ॥

ଦତ୍ତମତିର୍ଦତ୍ତଭାର୍ୟା ଦତ୍ତଶାସ୍ତ୍ରାଵବୋଧିକା ।
ଦତ୍ତପାନା ଦତ୍ତଦାନା ଦତ୍ତଦାରିଦ୍ର୍ୟନାଶିନୀ ॥ 173 ॥

ଦତ୍ତସୌଧାଵନୀଵାସା ଦତ୍ତସ୍ଵର୍ଗା ଚ ଦାସଦା ।
ଦାସ୍ୟତୁଷ୍ଟା ଦାସ୍ୟହରା ଦାସଦାସୀଶତପ୍ରଦା ॥ 174 ॥

ଦାରରୂପା ଦାରଵାସା ଦାରଵାସିହୃଦାସ୍ପଦା ।
ଦାରଵାସିଜନାରାଧ୍ୟା ଦାରଵାସିଜନପ୍ରିୟା ॥ 175 ॥

ଦାରଵାସିଵିନିର୍ଣୀତା ଦାରଵାସିସମର୍ଚିତା ।
ଦାରଵାସ୍ୟାହୃତପ୍ରାଣା ଦାରଵାସ୍ୟାରିନାଶିନୀ ॥ 176 ॥

ଦାରଵାସିଵିଘ୍ନହରା ଦାରଵାସିଵିମୁକ୍ତିଦା ।
ଦାରାଗ୍ନିରୂପିଣୀ ଦାରା ଦାରକାର୍ୟରିନାଶିନୀ ॥ 177 ॥

ଦଂପତୀ ଦଂପତୀଷ୍ଟା ଚ ଦଂପତୀପ୍ରାଣରୂପିକା ।
ଦଂପତୀସ୍ନେହନିରତା ଦାଂପତ୍ୟସାଧନପ୍ରିୟା ॥ 178 ॥

ଦାଂପତ୍ୟସୁଖସେଵା ଚ ଦାଂପତ୍ୟସୁଖଦାୟିନୀ ।
ଦାଂପତ୍ୟାଚାରନିରତା ଦାଂପତ୍ୟାମୋଦମୋଦିତା ॥ 179 ॥

ଦାଂପତ୍ୟାମୋଦସୁଖିନୀ ଦାଂପତ୍ୟାହ୍ଲାଦକାରିଣୀ ।
ଦଂପତୀଷ୍ଟପାଦପଦ୍ମା ଦାଂପତ୍ୟପ୍ରେମରୂପିଣୀ ॥ 180 ॥

ଦାଂପତ୍ୟଭୋଗଭଵନା ଦାଡିମୀଫଲଭୋଜିନୀ ।
ଦାଡିମୀଫଲସଂତୁଷ୍ଟା ଦାଡିମୀଫଲମାନସା ॥ 181 ॥

ଦାଡିମୀଵୃକ୍ଷସଂସ୍ଥାନା ଦାଡିମୀଵୃକ୍ଷଵାସିନୀ ।
ଦାଡିମୀଵୃକ୍ଷରୂପା ଚ ଦାଡିମୀଵନଵାସିନୀ ॥ 182 ॥

ଦାଡିମୀଫଲସାମ୍ୟୋରୁପୟୋଧରହୃଦାୟୁତା । [ସମନ୍ଵିତା]
ଦକ୍ଷିଣା ଦକ୍ଷିଣାରୂପା ଦକ୍ଷିଣାରୂପଧାରିଣୀ ॥ 183 ॥

ଦକ୍ଷକନ୍ୟା ଦକ୍ଷପୁତ୍ରୀ ଦକ୍ଷମାତା ଚ ଦକ୍ଷସୂଃ ।
ଦକ୍ଷଗୋତ୍ରା ଦକ୍ଷସୁତା ଦକ୍ଷୟଜ୍ଞଵିନାଶିନୀ ॥ 184 ॥

ଦକ୍ଷୟଜ୍ଞନାଶକର୍ତ୍ରୀ ଦକ୍ଷୟଜ୍ଞାଂତକାରିଣୀ ।
ଦକ୍ଷପ୍ରସୂତିର୍ଦକ୍ଷେଜ୍ୟା ଦକ୍ଷଵଂଶୈକପାଵନୀ ॥ 185 ॥

ଦକ୍ଷାତ୍ମଜା ଦକ୍ଷସୂନୁର୍ଦକ୍ଷଜା ଦକ୍ଷଜାତିକା ।
ଦକ୍ଷଜନ୍ମା ଦକ୍ଷଜନୁର୍ଦକ୍ଷଦେହସମୁଦ୍ଭଵା ॥ 186 ॥

ଦକ୍ଷଜନିର୍ଦକ୍ଷୟାଗଧ୍ଵଂସିନୀ ଦକ୍ଷକନ୍ୟକା ।
ଦକ୍ଷିଣାଚାରନିରତା ଦକ୍ଷିଣାଚାରତୁଷ୍ଟିଦା ॥ 187 ॥

ଦକ୍ଷିଣାଚାରସଂସିଦ୍ଧା ଦକ୍ଷିଣାଚାରଭାଵିତା ।
ଦକ୍ଷିଣାଚାରସୁଖିନୀ ଦକ୍ଷିଣାଚାରସାଧିତା ॥ 188 ॥

ଦକ୍ଷିଣାଚାରମୋକ୍ଷାପ୍ତିର୍ଦକ୍ଷିଣାଚାରଵଂଦିତା ।
ଦକ୍ଷିଣାଚାରଶରଣା ଦକ୍ଷିଣାଚାରହର୍ଷିତା ॥ 189 ॥

ଦ୍ଵାରପାଲପ୍ରିୟା ଦ୍ଵାରଵାସିନୀ ଦ୍ଵାରସଂସ୍ଥିତା ।
ଦ୍ଵାରରୂପା ଦ୍ଵାରସଂସ୍ଥା ଦ୍ଵାରଦେଶନିଵାସିନୀ ॥ 190 ॥

ଦ୍ଵାରକରୀ ଦ୍ଵାରଧାତ୍ରୀ ଦୋଷମାତ୍ରଵିଵର୍ଜିତା ।
ଦୋଷକରା ଦୋଷହରା ଦୋଷରାଶିଵିନାଶିନୀ ॥ 191 ॥

ଦୋଷାକରଵିଭୂଷାଢ୍ୟା ଦୋଷାକରକପାଲିନୀ ।
ଦୋଷାକରସହସ୍ରାଭା ଦୋଷାକରସମାନନା ॥ 192 ॥

ଦୋଷାକରମୁଖୀ ଦିଵ୍ୟା ଦୋଷାକରକରାଗ୍ରଜା ।
ଦୋଷାକରସମଜ୍ୟୋତିର୍ଦୋଷାକରସୁଶୀତଲା ॥ 193 ॥

ଦୋଷାକରଶ୍ରେଣୀ ଦୋଷସଦୃଶାପାଂଗଵୀକ୍ଷଣା ।
ଦୋଷାକରେଷ୍ଟଦେଵୀ ଚ ଦୋଷାକରନିଷେଵିତା ॥ 194 ॥

ଦୋଷାକରପ୍ରାଣରୂପା ଦୋଷାକରମରୀଚିକା ।
ଦୋଷାକରୋଲ୍ଲସତ୍ଫାଲା ଦୋଷାକରସୁହର୍ଷିଣୀ ॥ 195 ॥

ଦୋଷାକରଶିରୋଭୂଷା ଦୋଷାକରଵଧୂପ୍ରିୟା ।
ଦୋଷାକରଵଧୂପ୍ରାଣା ଦୋଷାକରଵଧୂର୍ମତା ॥ 196 ॥

ଦୋଷାକରଵଧୂପ୍ରୀତା ଦୋଷାକରଵଧୂରପି ।
ଦୋଷାପୂଜ୍ୟା ତଥା ଦୋଷାପୂଜିତା ଦୋଷହାରିଣୀ ॥ 197 ॥

ଦୋଷାଜାପମହାନଂଦା ଦୋଷାଜପପରାୟଣା ।
ଦୋଷାପୁରଶ୍ଚାରରତା ଦୋଷାପୂଜକପୁତ୍ରିକା ॥ 198 ॥

ଦୋଷାପୂଜକଵାତ୍ସଲ୍ୟକାରିଣୀଜଗଦଂବିକା ।
ଦୋଷାପୂଜକଵୈରିଘ୍ନୀ ଦୋଷାପୂଜକଵିଘ୍ନହୃତ୍ ॥ 199 ॥

ଦୋଷାପୂଜକସଂତୁଷ୍ଟା ଦୋଷାପୂଜକମୁକ୍ତିଦା ।
ଦମପ୍ରସୂନସଂପୂଜ୍ୟା ଦମପୁଷ୍ପପ୍ରିୟା ସଦା ॥ 200 ॥

ଦୁର୍ୟୋଧନପ୍ରପୂଜ୍ୟା ଚ ଦୁଶ୍ଶାସନସମର୍ଚିତା ।
ଦଂଡପାଣିପ୍ରିୟା ଦଂଡପାଣିମାତା ଦୟାନିଧିଃ ॥ 201 ॥

ଦଂଡପାଣିସମାରାଧ୍ୟା ଦଂଡପାଣିପ୍ରପୂଜିତା ।
ଦଂଡପାଣିଗୃହାସକ୍ତା ଦଂଡପାଣିପ୍ରିୟଂଵଦା ॥ 202 ॥

ଦଂଡପାଣିପ୍ରିୟତମା ଦଂଡପାଣିମନୋହରା ।
ଦଂଡପାଣିହୃତପ୍ରାଣା ଦଂଡପାଣିସୁସିଦ୍ଧିଦା ॥ 203 ॥

ଦଂଡପାଣିପରାମୃଷ୍ଟା ଦଂଡପାଣିପ୍ରହର୍ଷିତା ।
ଦଂଡପାଣିଵିଘ୍ନହରା ଦଂଡପାଣିଶିରୋଧୃତା ॥ 204 ॥

ଦଂଡପାଣିପ୍ରାପ୍ତଚର୍ଚା ଦଂଡପାଣ୍ୟୁନ୍ମୁଖୀ ସଦା ।
ଦଂଡପାଣିପ୍ରାପ୍ତପଦା ଦଂଡପାଣିପରାଙ୍ମୁଖୀ ॥ 205 ॥

ଦଂଡହସ୍ତା ଦଂଡପାଣିର୍ଦଂଡବାହୁର୍ଦରାଂତକୃତ୍ ।
ଦଂଡଦୋଷ୍କା ଦଂଡକରା ଦଂଡଚିତ୍ତକୃତାସ୍ପଦା ॥ 206 ॥

ଦଂଡିଵିଦ୍ୟା ଦଂଡିମାତା ଦଂଡିଖଂଡକନାଶିନୀ ।
ଦଂଡିପ୍ରିୟା ଦଂଡିପୂଜ୍ୟା ଦଂଡିସଂତୋଷଦାୟିନୀ ॥ 207 ॥

ଦସ୍ୟୁପୂଜା ଦସ୍ୟୁରତା ଦସ୍ୟୁଦ୍ରଵିଣଦାୟିନୀ ।
ଦସ୍ୟୁଵର୍ଗକୃତାର୍ହା ଚ ଦସ୍ୟୁଵର୍ଗଵିନାଶିନୀ ॥ 208 ॥

ଦସ୍ୟୁନିର୍ନାଶିନୀ ଦସ୍ୟୁକୁଲନିର୍ନାଶିନୀ ତଥା ।
ଦସ୍ୟୁପ୍ରିୟକରୀ ଦସ୍ୟୁନୃତ୍ୟଦର୍ଶନତତ୍ପରା ॥ 209 ॥

ଦୁଷ୍ଟଦଂଡକରୀ ଦୁଷ୍ଟଵର୍ଗଵିଦ୍ରାଵିଣୀ ତଥା ।
ଦୁଷ୍ଟଵର୍ଗନିଗ୍ରହାର୍ହା ଦୂଷକପ୍ରାଣନାଶିନୀ ॥ 210 ॥

ଦୂଷକୋତ୍ତାପଜନନୀ ଦୂଷକାରିଷ୍ଟକାରିଣୀ ।
ଦୂଷକଦ୍ଵେଷଣକରୀ ଦାହିକା ଦହନାତ୍ମିକା ॥ 211 ॥

ଦାରୁକାରିନିହଂତ୍ରୀ ଚ ଦାରୁକେଶ୍ଵରପୂଜିତା ।
ଦାରୁକେଶ୍ଵରମାତା ଚ ଦାରୁକେଶ୍ଵରଵଂଦିତା ॥ 212 ॥

ଦର୍ଭହସ୍ତା ଦର୍ଭୟୁତା ଦର୍ଭକର୍ମଵିଵର୍ଜିତା ।
ଦର୍ଭମୟୀ ଦର୍ଭତନୁର୍ଦର୍ଭସର୍ଵସ୍ଵରୂପିଣୀ ॥ 213 ॥

ଦର୍ଭକର୍ମାଚାରରତା ଦର୍ଭହସ୍ତକୃତାର୍ହଣା ।
ଦର୍ଭାନୁକୂଲା ଦାର୍ଭର୍ୟା ଦର୍ଵୀପାତ୍ରାନୁଦାମିନୀ ॥ 214 ॥

ଦମଘୋଷପ୍ରପୂଜ୍ୟା ଚ ଦମଘୋଷଵରପ୍ରଦା ।
ଦମଘୋଷସମାରାଧ୍ୟା ଦାଵାଗ୍ନିରୂପିଣୀ ତଥା ॥ 215 ॥

ଦାଵାଗ୍ନିରୂପା ଦାଵାଗ୍ନିନିର୍ନାଶିତମହାବଲା ।
ଦଂତଦଂଷ୍ଟ୍ରାସୁରକଲା ଦଂତଚର୍ଚିତହସ୍ତିକା ॥ 216 ॥

ଦଂତଦଂଷ୍ଟ୍ରସ୍ୟଂଦନା ଚ ଦଂତନିର୍ନାଶିତାସୁରା ।
ଦଧିପୂଜ୍ୟା ଦଧିପ୍ରୀତା ଦଧୀଚିଵରଦାୟିନୀ ॥ 217 ॥

ଦଧୀଚୀଷ୍ଟଦେଵତା ଚ ଦଧୀଚିମୋକ୍ଷଦାୟିନୀ ।
ଦଧୀଚିଦୈନ୍ୟହଂତ୍ରୀ ଚ ଦଧୀଚିଦରଧାରିଣୀ ॥ 218 ॥

ଦଧୀଚିଭକ୍ତିସୁଖିନୀ ଦଧୀଚିମୁନିସେଵିତା ।
ଦଧୀଚିଜ୍ଞାନଦାତ୍ରୀ ଚ ଦଧୀଚିଗୁଣଦାୟିନୀ ॥ 219 ॥

ଦଧୀଚିକୁଲସଂଭୂଷା ଦଧୀଚିଭୁକ୍ତିମୁକ୍ତିଦା ।
ଦଧୀଚିକୁଲଦେଵୀ ଚ ଦଧୀଚିକୁଲଦେଵତା ॥ 220 ॥

ଦଧୀଚିକୁଲଗମ୍ୟା ଚ ଦଧୀଚିକୁଲପୂଜିତା ।
ଦଧୀଚିସୁଖଦାତ୍ରୀ ଚ ଦଧୀଚିଦୈନ୍ୟହାରିଣୀ ॥ 221 ॥

ଦଧୀଚିଦୁଃଖହଂତ୍ରୀ ଚ ଦଧୀଚିକୁଲସୁଂଦରୀ ।
ଦଧୀଚିକୁଲସଂଭୂତା ଦଧୀଚିକୁଲପାଲିନୀ ॥ 222 ॥

ଦଧୀଚିଦାନଗମ୍ୟା ଚ ଦଧୀଚିଦାନମାନିନୀ ।
ଦଧୀଚିଦାନସଂତୁଷ୍ଟା ଦଧୀଚିଦାନଦେଵତା ॥ 223 ॥

ଦଧୀଚିଜୟସଂପ୍ରୀତା ଦଧୀଚିଜପମାନସା ।
ଦଧୀଚିଜପପୂଜାଢ୍ୟା ଦଧୀଚିଜପମାଲିକା ॥ 224 ॥

ଦଧୀଚିଜପସଂତୁଷ୍ଟା ଦଧୀଚିଜପତୋଷିଣୀ ।
ଦଧୀଚିତାପସାରାଧ୍ୟା ଦଧୀଚିଶୁଭଦାୟିନୀ ॥ 225 ॥

ଦୂର୍ଵା ଦୂର୍ଵାଦଲଶ୍ୟାମା ଦୂର୍ଵାଦଲସମଦ୍ୟୁତିଃ ।
ନାମ୍ନାଂ ସହସ୍ରଂ ଦୁର୍ଗାୟା ଦାଦୀନାମିତି କୀର୍ତିତମ୍ ॥ 226 ॥

ଫଲଶୃତିଃ
ୟଃ ପଠେତ୍ସାଧକାଧୀଶଃ ସର୍ଵସିଦ୍ଧିର୍ଲଭେତ୍ତୁ ସଃ ।
ପ୍ରାତର୍ମଧ୍ୟାହ୍ନକାଲେ ଚ ସଂଧ୍ୟାୟାଂ ନିୟତଃ ଶୁଚିଃ ॥ 227 ॥

ତଥାଽର୍ଧରାତ୍ରସମୟେ ସ ମହେଶ ଇଵାପରଃ ।
ଶକ୍ତିୟୁକ୍ତା ମହାରାତ୍ରୌ ମହାଵୀରଃ ପ୍ରପୂଜୟେତ୍ ॥ 228 ॥

ମହାଦେଵୀଂ ମକାରାଦ୍ୟୈଃ ପଂଚଭିର୍ଦ୍ରଵ୍ୟ ସତ୍ତମୈଃ ।
ତତ୍ପଠେତ୍ ସ୍ତୁତିମିମାଂ ୟଃ ସ ଚ ସିଦ୍ଧିସ୍ଵରୂପଧୃକ୍ ॥ 229 ॥

ଦେଵାଲୟେ ଶ୍ମଶାନେ ଚ ଗଂଗାତୀରେ ନିଜେଗୃହେ ।
ଵାରାଂଗନାଗୃହେ ଚୈଵ ଶ୍ରୀଗୁରୋଃ ସନ୍ନିଧାନପି ॥ 230 ॥

ପର୍ଵତେ ପ୍ରାଂତରେ ଘୋରେ ସ୍ତୋତ୍ରମେତତ୍ସଦା ପଠେତ୍ ।
ଦୁର୍ଗାନାମସହସ୍ରେଣ ଦୁର୍ଗାଂ ପଶ୍ୟତି ଚକ୍ଷୁଷା ॥ 231 ॥

ଶତାଵର୍ତନମେତସ୍ୟ ପୁରଶ୍ଚରଣମୁଚ୍ୟତେ ।
ସ୍ତୁତିସାରୋ ନିଗଦିତଃ କିଂ ଭୂୟଃ ଶ୍ରୋତୁମିଚ୍ଛସି ॥ 232 ॥

ଇତି କୁଲାର୍ଣଵେ ଦୁର୍ଗା ଦକାରାଦି ସହସ୍ରନାମସ୍ତୋତ୍ରମ୍ ।

dakaradi sree durga sahasra nama stotram in odia

Copy
Give Feedback